ETV Bharat / sports

ଭାରତୀୟ କ୍ରିକେଟ ଟିମକୁ ପିଏମ ମୋଦିଙ୍କ ଅଭିନନ୍ଦନ - ଭାରତ ବନାମ ଅଷ୍ଟ୍ରେଲିଆ

ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଟିମକୁ  ପିଏମ ମୋଦିଙ୍କ ଅଭିନନ୍ଦନ

author img

By

Published : Jan 19, 2021, 2:52 PM IST

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଟିମ ଐତିହାସିକ ବିଜୟ ହାସଲ କରିଛନ୍ତି । ବ୍ରିସବେନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟର ଅନ୍ତିମ ମ୍ୟାଚକୁ 3 ଓ୍ବିକେଟରେ ଜିଣି ସିରିଜକୁ 2-1ରେ କବ୍ଜା କଲା ଟିମ୍‌ ଇଣ୍ଡିଆ ।

  • We are all overjoyed at the success of the Indian Cricket Team in Australia. Their remarkable energy and passion was visible throughout. So was their stellar intent, remarkable grit and determination. Congratulations to the team! Best wishes for your future endeavours.

    — Narendra Modi (@narendramodi) January 19, 2021 " class="align-text-top noRightClick twitterSection" data=" ">

ତେବେ ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମର ସଫଳତାରେ ବହୁତ ଖୁସି । ମ୍ୟାଚ ସମୟରେ ଭାରତୀୟ ଦଳର ଜିତିବାର ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କୁ ଦେଖିବାକୁ ମିଳିଛି । ଖେଳାଳିଙ୍କ ଧୈର୍ଯ୍ୟ ଓ ଦୃଢ ସଂକଳ୍ପ ପାଇଁ ଟିମକୁ ଅଭିନନ୍ଦନ ।

  • What a Game at Brisbane! It is one of the most memorable victories in the recent years.

    Congratulations to the Indian cricket team for winning the Test Match and the series against Australia.

    This stupendous victory in Australia is truly remarkable. Well played Team India!

    — Rajnath Singh (@rajnathsingh) January 19, 2021 " class="align-text-top noRightClick twitterSection" data=" ">

ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.