ETV Bharat / sports

କୋରୋନା ପଜିଟିଭ ସାହିଦ ଆଫ୍ରିଦି: ମୁଶଫିକରଙ୍କ ଆଶୁ ଆରୋଗ୍ୟ କାମନା - Mushfiqur Rahim wishes speedy recovery

ବାଂଲାଦେଶ ୱିକେଟ କିପର ବ୍ୟାଟ୍ସମ୍ୟାନ ମୁଶଫିକର ରହୀମ, ସାହିଦ ଆଫ୍ରିଦିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Mushfiqur Rahim wishes Shahid Afridi speedy recovery from COVID-19
କୋରୋନା ପଜିଟିଭ ସାହିଦ ଆଫ୍ରିଦୀ: ମୁଶଫିକରଙ୍କ ଆଶୁ ଆରୋଗ୍ୟ କାମନା
author img

By

Published : Jun 14, 2020, 3:43 PM IST

ହାଇଦ୍ରାବାଦ: ବାଂଲାଦେଶ ୱିକେଟ କିପର ବ୍ୟାଟ୍ସମ୍ୟାନ ମୁଶଫିକର ରହୀମ, ସାହିଦ ଆଫ୍ରିଦୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୂର୍ବତନ ପାକିସ୍ତାନ କ୍ୟାପଟେନ ସାହିଦ ଆଫ୍ରିଦି ଶନିବାର କୋରୋନା ଭାଇରସ ପଜିଟିଭ ଥିବା ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ।

  • Really feel so hurt by seeing your news brother...May Allah gives you sifah...Please pray for my brother...He has been found as covid-19 positive..In shaa Allah you will be fine-MR 15 🤲🤲🤲 pic.twitter.com/D9UklPdHZR

    — Mushfiqur Rahim (@mushfiqur15) June 13, 2020 " class="align-text-top noRightClick twitterSection" data=" ">

ମୁଶଫିକର ଆଫ୍ରିଦିଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଟ୍ବିଟ କରିଛନ୍ତି । ଏଥିସହିତ ଶ୍ରୀଘ୍ର ସୁସ୍ଥତା କାମନା କରିଛନ୍ତି । କୋରୋନା ଭାଇରସ ଲକଡାଉନରେ ପ୍ରଭାବିତଙ୍କୁ ଆର୍ଥିକ ସହାୟତା ପାଇଁ ମୁଶଫିକର ରହୀମ ନିଜର ଏକ ସ୍ମରଣୀୟ ଇଂନିସ ଖେଳିବାକୁ ବ୍ୟାଟ ନିଲାମ କରିଥିଲେ । ଏହି ବ୍ୟାଟକୁ ଆଫ୍ରଦୀ କିଛିଦିନ ତଳେ ଆଫ୍ରିଦୀ ଫାଉଣ୍ଡେସନ ପକ୍ଷରୁ କିଣିଥିଲେ ।

40 ବର୍ଷିୟ ଆଫ୍ରିଦି ଗତ ସପ୍ତାହରୁ, ଅସୁସ୍ଥ ଥିଲେ ଓ ପରେ କୋଭିଡ-19 ଟେଷ୍ଟ ହେବାପରେ ପଜିଟିଭ ଥିବା ଜଣାପଡିଥିଲା ବୋଲି କହିଥିଲେ । 3ୟ ପାକିସ୍ତାନ କ୍ରିକେଟର ଭାବେ ଏହି ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଫ୍ରିଦି ପାକିସ୍ତାନ ପକ୍ଷରୁ 27ଟି ଟେଷ୍ଟ ଓ 398 ଦିନିକିଆ ଓ 99ଟି ଟି-20 ମ୍ୟାଚ ଖେଳିଛନ୍ତି । ତେବେ ଆଫ୍ରିଦୀ ରହୁଥିବା ପାକିସ୍ତାନର କରାଚୀ ସହର କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ସହର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.