ETV Bharat / sports

ବ୍ରାଭୋଙ୍କ ବିଶ୍ବାସ, ଟି-20 ବିଶ୍ବକପ ଖେଳିବେ ଧୋନି

author img

By

Published : Dec 14, 2019, 11:47 PM IST

ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁଥିବା ଟି-20 ବିଶ୍ବକପରେ ଖେଳିବେ ଧୋନି । ଏହା କହିଛନ୍ତି ଆଇପିଏଲ ଟିମମେଟ୍‌ ୱେଷ୍ଟଇଣ୍ଡିଜ କ୍ରିକେଟର ଡ୍ବେନ ବ୍ରାଭୋ । ଅଧିକ ପଢନ୍ତୁ...

ବିଶ୍ବକପ ଖେଳିବେ ଧୋନି
ବିଶ୍ବକପ ଖେଳିବେ ଧୋନି

ନୂଆଦିଲ୍ଲୀ: ଧୋନିଙ୍କୁ ନେଇ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ଡ୍ବେନ ବ୍ରାଭୋଙ୍କ ବଡ ବୟାନ । ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁଥିବା ଟି-20 ବିଶ୍ବକପରେ ଖେଳିବେ ଧୋନି । ଏହା କହିଛନ୍ତି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଭୋ ।

Dwayne Bravo on MS Dhoni
ବ୍ରାଭୋ-ଧୋନି

2019 ବର୍ଷରେ କମ ମ୍ୟାଚ ଖେଳିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ମାତ୍ର ବର୍ଷତମାମ ଚର୍ଚ୍ଚାରେ ରହିଛନ୍ତି ଏହି ଚମ୍ପିଆନ ଖେଳାଳି । କ୍ରିକେଟରୁ ଦୂରରେ ରହିଥିବା ଧୋନି ବର୍ତ୍ତମାନ ମ୍ୟାଚ ଖେଳୁନାହାଁନ୍ତି । ତେବେ ଧୋନିଙ୍କ ଆଇପିଏଲ ପ୍ରଦର୍ଶନ ଦଳକୁ ଫେରିବା ନେଇ ସ୍ପଷ୍ଟ କରିବ ବୋଲି କୋଚ ରବିଶାସ୍ତ୍ରୀ ସଙ୍କେତ ଦେଇଛନ୍ତି ।

ଧୋନି କେବେବି ଅବସର ନେବେନି । ସେ ଆଗାମୀ ଟି-20 ବିଶ୍ବକପ ଖେଳିବେ । ଏପରି କିଛି ବିଶ୍ବାସ ଦେଖାଇଛନ୍ତି ଧୋନିଙ୍କ ଆଇପିଏଲ ଟିମ ଖେଳାଳି ବ୍ରାଭୋ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.