ETV Bharat / sports

ଆଣ୍ଡରସନ 'ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର': ମୋଣ୍ଟି ପନିସର

author img

By

Published : Aug 27, 2020, 4:40 PM IST

Updated : Aug 27, 2020, 4:49 PM IST

ପୂର୍ବତନ ଇଂଲଣ୍ଡ ସ୍ପିନର ମୋଣ୍ଟି ପନିସର କହିଛନ୍ତି 38 ବର୍ଷୀୟ ଜେମ୍ସ ଆଣ୍ଡରସନ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର ।

Monty Panesar terms James Anderson as 'best fast bowler ever'
ଆଣ୍ଡରସନ 'ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର': ମୋଣ୍ଟି ପନିସର

ହାଇଦ୍ରାବାଦ: 600 ଟେଷ୍ଟ ୱିକେଟ ହାସଲ ପରେ ଜେମ୍ସ ଆଣ୍ଡରସନଙ୍କୁ ପୂର୍ବତନ ଇଂଲଣ୍ଡ ସ୍ପିନର ମୋଣ୍ଟି ପନିସରଙ୍କ ପ୍ରଶଂସା । ପନିସର କହିଛନ୍ତି 38 ବର୍ଷୀୟ ଆଣ୍ଡରସନ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର ।

ଆଣ୍ଡରସନ ଆହତ ସମସ୍ୟାରୁ ଦୂରରେ ରହିବା ସହ, ୱିକେଟ ହାସଲ ଶିକାର ପାଇଁ ସର୍ବଦା ଭୋକରେ ଥାଆନ୍ତି ବୋଲି କହିଛନ୍ତି ପନିସର । ପ୍ରତିପକ୍ଷ ଟିମର ୱିକେଟ ହାସଲ କରିବାକୁ ଆକ୍ରମଣାତ୍ମକ ମନୋଭାବ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରେଷ୍ଠ କରିଛି ।

ଇଂଲିସ ପରିବେଶରେ ସର୍ବଦା ଘାତକ ସାବ୍ୟସ୍ତ ହୋଇଛନ୍ତି ଆଣ୍ଡରସନ । ତେବେ ଇଂଲଣ୍ଡ ଟିମ କେତେ ଅଧିକ ସମୟ ପର୍ଯ୍ୟନ୍ତ ଆଣ୍ଡରସନ ଖେଳିପାରିବେ ସେ ନେଇ ଚିନ୍ତା କରିବା ଉଚିତ ବୋଲି ପନିସର କହିଛନ୍ତି । 36 ବର୍ଷ ପରେ 21 ଆଣ୍ଡରସନଙ୍କ 21 ଆଭରେଜ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2020, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.