ETV Bharat / sports

ମୋହିତ ଶର୍ମାଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମର କ୍ୟାପଟେନ ଧୋନି

ଭାରତୀୟ ବୋଲର ମୋହିତ ଶର୍ମା ନିଜର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ ଚୟନ କରିଛନ୍ତି । ଓପନର ରୋହିତ ଶର୍ମା, ବିରାଟ କୋହଲି, ମହାନ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମରେ ଚୟନ କରିଛନ୍ତି ମୋହିତ ଶର୍ମା ।

author img

By

Published : Apr 27, 2020, 12:40 PM IST

Mohit Sharma picks Rohit, Virat, ABD in all-time IPL XI, names Dhoni
ମୋହିତ ଶର୍ମାଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମର କ୍ୟାପଟେନ ଧୋନି

ହାଇଦ୍ରାବାଦ: ଭାରତୀୟ ବୋଲର ମୋହିତ ଶର୍ମା ନିଜର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଟିମ ଚୟନ କରିଛନ୍ତି । ମୋହିତ ଓପନର ରୋହିତ ଶର୍ମା, ବିରାଟ କୋହଲି, ମହାନ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ଟିମରେ ଚୟନ କରିଛନ୍ତି ।

ଦକ୍ଷିଣ ଆଫ୍ରିକାର ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ମଧ୍ୟ ମୋହିତ ଦଳରେ ସାମିଲ କରିଛନ୍ତି । ଅଲରାଉଣ୍ଡର ଭାବେ ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଭାରତୀୟ ବିସ୍ପୋରକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରିଛନ୍ତି ।

ମୋହିତ ଶର୍ମାଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ ଏକାଦଶ: ସଚିନ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରୈନା, ଏବି ଡିଭିଲିୟର୍ସ, ମହେନ୍ଦ୍ର ସିଂହ ଧୋନି(ୱିକେଟ କିପର/କ୍ୟାପଟେନ), ହାର୍ଦ୍ଦିକ ପାଣ୍ଡ୍ୟା, ବେନ ଷ୍ଟୋକ୍ସ, ଅମିତ ମିଶ୍ର, ଭୁବନେଶ୍ବର କୁମାର, ଓ ଜଶପ୍ରୀତ ବୁମରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.