ETV Bharat / sports

ପୁଣି ସିଡନୀ ଗ୍ରାଉଣ୍ଡରେ ସିରାଜଙ୍କୁ ଜାତିଆଣ ଆକ୍ଷେପ, କ୍ଷମା ମାଗିଲା ସିଏ

author img

By

Published : Jan 10, 2021, 2:40 PM IST

4ର୍ଥ ଦିନ ମ୍ୟାଚର ଟି ବ୍ରେକର କିଛି ସମୟ ପୂର୍ବେ ମହମ୍ମଦ ସିରାଜଙ୍କୁ ଦର୍ଶକମାନେ ଅପଶବ୍ଦ କହିଥିଲେ । ସିରାଜ ତୁରନ୍ତ ଅଧିନାୟକ ରହାଣେଙ୍କୁ ଏନେଇ ସୂଚନା ଦେଇଥିଲେ ।

ପୁଣି ସିଡନୀ ଗ୍ରାଉଣ୍ଡରେ  ସିରାଜଙ୍କୁ  ଜାତିଆଣ ଆକ୍ଷେପ, କ୍ଷମା ମାଗିଲା ସିଏ
ପୁଣି ସିଡନୀ ଗ୍ରାଉଣ୍ଡରେ ସିରାଜଙ୍କୁ ଜାତିଆଣ ଆକ୍ଷେପ, କ୍ଷମା ମାଗିଲା ସିଏ

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପୁଣି ଷ୍ଟାଡିୟମରେ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଥିଲା । 4ର୍ଥ ଦିନ ମ୍ୟାଚର ଟି ବ୍ରେକର କିଛି ସମୟ ପୂର୍ବେ ମହମ୍ମଦ ସିରାଜଙ୍କୁ ଦର୍ଶକମାନେ ଅପଶବ୍ଦ କହିଥିଲେ । ସିରାଜ ତୁରନ୍ତ ଅଧିନାୟକ ରାହାଣେଙ୍କୁ ଏନେଇ ସୂଚନା ଦେଇଥିଲେ ।

  • Cricket Australia has reaffirmed its zero-tolerance policy towards discriminatory behaviour in all forms following the alleged racial abuse of members of the Indian cricket squad by a section of the crowd at the SCG yesterday. Full statement 👇 pic.twitter.com/34RYcfKj8q

    — Cricket Australia (@CricketAus) January 10, 2021 " class="align-text-top noRightClick twitterSection" data=" ">

Cricket Australia has reaffirmed its zero-tolerance policy towards discriminatory behaviour in all forms following the alleged racial abuse of members of the Indian cricket squad by a section of the crowd at the SCG yesterday. Full statement 👇 pic.twitter.com/34RYcfKj8q

— Cricket Australia (@CricketAus) January 10, 2021

ଅଧିନାୟକ ସ୍ଥିତିର ଗମ୍ଭୀରତାକୁ ଦେଖି ଅମ୍ପାୟର ପଲ ରାଫେଲଙ୍କୁ ଏନେଇ କହିଥିଲେ । ପଲ୍‌ ମ୍ୟାଚ ରେଫରୀଙ୍କୁ ସୂଚନା ଦେବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିମାନଙ୍କୁ ଷ୍ଟାଡିୟମ ବାହାରକୁ ନେଇ ଯାଇଥିଲେ ।

ଏହି ଘଟଣା କାରଣରୁ ପ୍ରାୟ 10 ମିନିଟ୍‌ ଯାଏଁ ଖେଳ ବନ୍ଦ ରହିଥିଲା । ତେବେ ଏହି ଘଟଣା ପରେ ସିଏ ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପୁଣି ଷ୍ଟାଡିୟମରେ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଥିଲା । 4ର୍ଥ ଦିନ ମ୍ୟାଚର ଟି ବ୍ରେକର କିଛି ସମୟ ପୂର୍ବେ ମହମ୍ମଦ ସିରାଜଙ୍କୁ ଦର୍ଶକମାନେ ଅପଶବ୍ଦ କହିଥିଲେ । ସିରାଜ ତୁରନ୍ତ ଅଧିନାୟକ ରାହାଣେଙ୍କୁ ଏନେଇ ସୂଚନା ଦେଇଥିଲେ ।

  • Cricket Australia has reaffirmed its zero-tolerance policy towards discriminatory behaviour in all forms following the alleged racial abuse of members of the Indian cricket squad by a section of the crowd at the SCG yesterday. Full statement 👇 pic.twitter.com/34RYcfKj8q

    — Cricket Australia (@CricketAus) January 10, 2021 " class="align-text-top noRightClick twitterSection" data=" ">

ଅଧିନାୟକ ସ୍ଥିତିର ଗମ୍ଭୀରତାକୁ ଦେଖି ଅମ୍ପାୟର ପଲ ରାଫେଲଙ୍କୁ ଏନେଇ କହିଥିଲେ । ପଲ୍‌ ମ୍ୟାଚ ରେଫରୀଙ୍କୁ ସୂଚନା ଦେବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିମାନଙ୍କୁ ଷ୍ଟାଡିୟମ ବାହାରକୁ ନେଇ ଯାଇଥିଲେ ।

ଏହି ଘଟଣା କାରଣରୁ ପ୍ରାୟ 10 ମିନିଟ୍‌ ଯାଏଁ ଖେଳ ବନ୍ଦ ରହିଥିଲା । ତେବେ ଏହି ଘଟଣା ପରେ ସିଏ ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.