ETV Bharat / sports

ଅସୁସ୍ଥତା ସତ୍ତ୍ବେ ପାକିସ୍ତାନ ବିଶ୍ବକପ ଦଳରେ ସାମିଲ ହେଲେ ଅମୀର୍‌ - Pakistan

ଦୁର୍ବଳ ବୋଲିଂକୁ ନଜରେ ରଖି ପାକିସ୍ତାନ କ୍ରିକେଟ ବୋର୍ଡ ଦଳର ଅଭିଜ୍ଞ ବୋଲର ମହମ୍ମଦ ଅମୀରଙ୍କୁ ବିଶ୍ବକପ ଦଳରେ ସାମିଲ କରିଛି ।  ଅମୀର ଏବେ ଚିକେନ ପକ୍ସ ରୋଗରେ ପୀଡିତ ହୋଇ ଇଂଲଣ୍ଡରେ ଚିକିତ୍ସାଧୀନ ଅଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 17, 2019, 12:26 PM IST

କରାଚି: ପାକିସ୍ତାନ ଦଳକୁ ଘାରିଛି ବୋଲିଂ ଚିନ୍ତା । 300ରୁ ଉର୍ଦ୍ଧ୍ବ ସ୍କୋରକୁ ଡିଫେଣ୍ଡ କରିପାରୁନାହାଁନ୍ତି ଦଳର ଟପ୍‌ ବୋଲର । ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ପାକିସ୍ତାନ ବୋଲରଙ୍କ ଦୟନୀୟ ସ୍ଥିତି । 358ରନର ସ୍କୋରକୁ ରକ୍ଷା କରି ପାରିନଥିଲେ ପାକିସ୍ତାନୀ ବୋଲର । ତେଣୁ ଏହି ଦୁର୍ବଳ ବୋଲିଂକୁ ନଜରେ ରଖି ପାକିସ୍ତାନ କ୍ରିକେଟ ବୋର୍ଡ ଦଳର ଅଭିଜ୍ଞ ବୋଲର ମହମ୍ମଦ ଅମୀରଙ୍କୁ ବିଶ୍ବକପ ଦଳରେ ସାମିଲ କରିଛି ।

ସୂଚନାଥାଉକି, ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଦଳରେ ସାମିଲ ଅଛନ୍ତି ଅମୀର । ଅମୀର ଏବେ ଚିକେନ ପକ୍ସ ରୋଗରେ ପୀଡିତ ହୋଇ ଇଂଲଣ୍ଡରେ ଚିକିତ୍ସାଧୀନ ଅଛନ୍ତି । ଖରାପ ପ୍ରଦର୍ଶନ ଯୋଗୁ ପ୍ରଥମେ ଅମୀରଙ୍କୁ ବିଶ୍ୱକପରେ ଟିମରୁ ବାଦ୍ ଦିଆଯାଇଥିଲା । ମାତ୍ର ଦଳର ଏହି ଅବସ୍ଥା ଦେଖି ଚୟନକର୍ତ୍ତା ତାଙ୍କୁ ବିଶ୍ବକପ ଦଳରେ ସାମିଲ କରିବା ପାଇଁ ଉଚିତ୍‌ ମନେ କରିଛନ୍ତି ।

Intro:Body:

gfgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.