ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟିମର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବେ ନାହିଁ । 30 ଅକ୍ଟୋବରେ ହେବାକୁ ଥିବା 2ୟ ଟି-20 ମ୍ୟାଚରେ ଖେଳିବେ ନାହିଁ ଷ୍ଟାର୍କ । ମ୍ୟାଚ ନଖେଳିବାର କାରଣ ହେଲା ତାଙ୍କର ଭାଇ ବାହାଘର ।
ତେବେ 3ୟ ଟେଷ୍ଟ ମ୍ୟାଚରେ ଦଳକୁ ଫେରିବେ ମିଚେଲ ।
ସୂଚନାଥାଉକି, ମିଚେଲଙ୍କ ଅନୁପସ୍ଥିତିରେ ବିଲି ଷ୍ଟେନଲେକ କିମ୍ବା ସିନ ଏବୋଟଙ୍କୁ 2ୟ ଟି-20 ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ ।