ETV Bharat / sports

କ୍ରିକେଟ ଅଷ୍ଟ୍ରେଲିଆର କେନ୍ଦ୍ରିୟ ଚୁକ୍ତି ତାଲିକା: ଖାୱାଜା ବାଦ, ଲବୁସାନ ସାମିଲ

author img

By

Published : Apr 30, 2020, 5:05 PM IST

ବର୍ଷ 2020-21 ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା ହୋଇଛି କେନ୍ଦ୍ରିୟ ଚୁକ୍ତି ତାଲିକା । ଏହି ତାଲିକାରେ 20 ଜଣ ପୁରୁଷ ଖେଳାଳି ରହିଛନ୍ତି । ଅଧିକ ପଢନ୍ତୁ...

Marnus labuschagne, Aston Agar earn CA central contracts, Usman Khawaja loses deal
କ୍ରିକେଟ ଅଷ୍ଟ୍ରେଲିଆର କେନ୍ଦ୍ରିୟ ଚୁକ୍ତି ତାଲିକା: ଖାୱାଜା ବାଦ, ଲବୁସାନ ସାମିଲ

ମେଲବୋର୍ଣ୍ଣ: ବର୍ଷ 2020-21 ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା ହୋଇଛି କେନ୍ଦ୍ରିୟ ଚୁକ୍ତି ତାଲିକା । ଏହି ତାଲିକାରେ 20 ଜଣ ପୁରୁଷ ଖେଳାଳି ରହିଛନ୍ତି । ତେବେ ଗତ ଗତ 5ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, କେନ୍ଦ୍ରୀୟ ଚୁକ୍ତିରୁ ତାଲିକାରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ ଉସମାନ ଖାୱାଜା ।

ମାର୍ନସ ଲବୁସାନ, ମିଚେଲ ମାର୍ଶ, ଆଷ୍ଟନ ଅଗର, ଜୋଏ ବର୍ଣ୍ଣସ୍, କେନ ରିଚାଡର୍ସନ ଓ ମାଥ୍ୟୁ ୱେଡ ନୂଆକରି କ୍ରିକେଟ ଅଷ୍ଟ୍ରେଲିଆ କେନ୍ଦ୍ରିୟ ଚୁକ୍ତିରେ ସାମିଲ ହୋଇଛନ୍ତି । ତେବେ ତାଲିକୁ ବାଦ ପଡିଛନ୍ତି ନାଥର କୁଲଟର-ନାଇଲ, ପିଟର ହାଣ୍ଡସକମ୍ବ, ମାର୍କସ ଷ୍ଟୋନିସ, ମାର୍କସ ହାରିସ, ସନ ମାର୍ଶ, ଆଷ୍ଟନ ଟର୍ଣ୍ଣର ଓ ପିଟର ସିଡଲ ବାଦ ପଡିଛନ୍ତି ।

ଅଷ୍ଟ୍ରେଲିଆର ପୁରୁଷ କେନ୍ଦ୍ରିୟ ଚୁକ୍ତି ଖେଳାଳି: ଆଷ୍ଟନ ଅଗର, ଜୋ ବର୍ଣ୍ଣସ, ଆଲେକ୍ସ କ୍ୟାରୀ, ପାଟ କମିନ୍ସ, ଆରୋନ ଫିଞ୍ଚ, ଜୟ ହେଜେଲଉଡ, ଟ୍ରାଭିସ ହେଡ, ମାର୍ନସ ଲବୁସାନ, ନାଥନ ଲାୟନ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, ଟିମ ପେଇନ, ଜେମ୍ସ ପାଟିନସନ, ଜେ ରିଚାର୍ଡସନ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାାଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.