ହାଇଦ୍ରାବାଦ: ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି ବୁଧବାର ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିଛି ଭାରତର 5ଟି ରାଫେଲେ ଯୁଦ୍ଧ ବିମାନ । ଫ୍ରାନ୍ସଠୁ ଭାରତ ଏହି ବିମାନ ଗୁଡିକ କିଣିଛି । ତେବେ ବୁଧବାର ରାଫେଲର ଅବତରଣ ପରେ ପ୍ରତି ଭାରତୀୟ ଗର୍ବିତ ଅନୁଭବ କରୁଛନ୍ତି । ଇତି ମଧ୍ୟରେ ଭାରତୀୟ କ୍ରିକେଟର ମନୋଜ ତିୱାରୀଙ୍କ ରାଫେଲକୁ ନେଇ କରିଥିବା ଟ୍ବିଟ ଭାଇରାଲ ହେବର ଲାଗିଛି ।
-
Earthquake of magnitude 8.5 has rattled our neighbouring countries wit no casualties after learning about #RafaleJets landed in INDIA 🇮🇳
— MANOJ TIWARY (@tiwarymanoj) July 29, 2020 " class="align-text-top noRightClick twitterSection" data="
Wat a boost for our Indian air force 👊
I’m pretty sure that, there will be no provocation in near future from our neighbors😊 #RafaleInIndia pic.twitter.com/DyTCsSRYuV
">Earthquake of magnitude 8.5 has rattled our neighbouring countries wit no casualties after learning about #RafaleJets landed in INDIA 🇮🇳
— MANOJ TIWARY (@tiwarymanoj) July 29, 2020
Wat a boost for our Indian air force 👊
I’m pretty sure that, there will be no provocation in near future from our neighbors😊 #RafaleInIndia pic.twitter.com/DyTCsSRYuVEarthquake of magnitude 8.5 has rattled our neighbouring countries wit no casualties after learning about #RafaleJets landed in INDIA 🇮🇳
— MANOJ TIWARY (@tiwarymanoj) July 29, 2020
Wat a boost for our Indian air force 👊
I’m pretty sure that, there will be no provocation in near future from our neighbors😊 #RafaleInIndia pic.twitter.com/DyTCsSRYuV
ମନୋଜ ଟ୍ବିଟ୍ କରି ଲେଖିଛନ୍ତି, ଭାରତରେ ରାଫାଲ୍ ବିମାନ ଅବତରଣ କରିବା ସହିତ ପଡୋଶୀ ଦେଶରେ 8.5 ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି । କୌଣସି ମୃତ୍ୟୁ ହୋଇନାହିଁ । ଏହା ଦ୍ବାର ଆମର ବାୟୁସେନା ଅଧିକ ଶକ୍ତିଶାଳୀ ହେବ ବୋଲି ମନୋଜ ଲେଖିଛନ୍ତି । ସେହିପରି ଭାରତୀୟ ଓପନର ଶିଖର ଧୱନ ଲେଖିଛନ୍ତି, ‘ରାଫାଲେକୁ ଭାରତକୁ ସ୍ବାଗତ ।’
-
Welcome home, Golden Arrows! Incredible moment for our nation 🇮🇳 #RafaleInIndia pic.twitter.com/Vxih5bZbAs
— Shikhar Dhawan (@SDhawan25) July 29, 2020 " class="align-text-top noRightClick twitterSection" data="
">Welcome home, Golden Arrows! Incredible moment for our nation 🇮🇳 #RafaleInIndia pic.twitter.com/Vxih5bZbAs
— Shikhar Dhawan (@SDhawan25) July 29, 2020Welcome home, Golden Arrows! Incredible moment for our nation 🇮🇳 #RafaleInIndia pic.twitter.com/Vxih5bZbAs
— Shikhar Dhawan (@SDhawan25) July 29, 2020
ସୂଚନାଯୋଗ୍ୟ ଯେ, 59 ହଜାର କୋଟି ଟଙ୍କାରେ ଫ୍ରାନ୍ସଠାରୁ ଭାରତ 36ଟି ରାଫେଲ ଲଢୁଆ ବିମାନ କ୍ରୟ ପାଇଁ ଚୁକ୍ତି କରିଛି ।