ETV Bharat / sports

ମ୍ୟାଲେସିୟା ମାଷ୍ଟର୍ସ: ସିନ୍ଧୁ-ସାଇନାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ - Saina Nehwal

କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇ ଚଳିତ ମ୍ୟାଲେସିୟା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ନିଜ ସ୍ଥାନ ହରାଇଛନ୍ତି ଭାରତୀୟ ଷ୍ଟାର ସର୍ଟଲର ଅଲମ୍ପିକ୍‌ ପଦକ ବିଜେତ ପିଭି ସିନ୍ଧୁ ଓ ଫେମସ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ। ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି।

malaysia-masters-pv-sindhu-saina-nehwal-ousted
ମ୍ୟାଲେସିୟା ମାଷ୍ଟର୍ସ
author img

By

Published : Jan 10, 2020, 11:22 PM IST

କୁଆଲାଲାମ୍ପୁର: ବିଖ୍ୟାତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁଣି ଭାରତୀୟ ଖେଳାଳିଙ୍କ ସମଦଶା। ଚିରାଚରିତ ଢଙ୍ଗରେ ପୁଣି ଥରେ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇ ଚଳିତ ମ୍ୟାଲେସିୟା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ନିଜ ସ୍ଥାନ ହରାଇଛନ୍ତି ଭାରତୀୟ ଷ୍ଟାର ସର୍ଟଲର ଅଲମ୍ପିକ୍‌ ପଦକ ବିଜେତ ପିଭି ସିନ୍ଧୁ ଓ ଫେମସ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ।ଏହି ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି।

ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ବାର୍ଟର ଫାଇନାଲରେ ସିନ୍ଧୁ ଚାଇନିଜ୍ ତାଇପେଇ ତାଇ ଜୁ ୟିଙ୍ଗଙ୍କ ଠାରୁ 16-21, 16-21 ସେଟରେ ସିଧାସଳଖ ପରାସ୍ତ ହୋଇଛନ୍ତି। ସେହିପରି ସାଇନା ଅଲିମ୍ପିକ୍ ଚମ୍ପିଆନ୍ କାରୋଲିନା ମାରିନଙ୍କ ନିକଟରୁ 8-21, 7-21 ସେଟରେ ପରାସ୍ତ ହୋଇଛନ୍ତି। ସିନ୍ଧୁ ଗତବର୍ଷ ଅକ୍ଟୋବରରେ ଫ୍ରେଞ୍ଚ୍ ଓପନ୍ କ୍ବାର୍ଟର ଫାଇନାଲରେ ମଧ୍ୟ ଜୁ ୟିଙ୍ଗଠାରୁ ପରାସ୍ତ ହୋଇଥିଲେ । ୟିଙ୍ଗଙ୍କ ବିପକ୍ଷରେ ସିନ୍ଧୁ ଖେଳିଥିବା 17ଟି ମ୍ୟାଚରୁ 12ଟିରେ ପରାସ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ମାରିନଙ୍କ ଜବରଦସ୍ତ ଖେଳ ଆଗରେ ସାଇନା ଆତ୍ମସମର୍ପଣ କରିଥିଲେ। ମାରିନଙ୍କ କୌଣସି ଶଟର ଜବାବ ସାଇନାଙ୍କ ପାଖରେ ନଥିଲେ। ସାଇନା ମ୍ୟାଚର କୌଣସି ସମୟରେ ବି ମାରିନଙ୍କୁ ମୁକାବିଲା କରି ପାରିନଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.