ETV Bharat / sports

ଲକଡାଉନ: ପରିବାର ସହ ସମୟ କାଟୁଛନ୍ତି ଇଂଲଣ୍ଡ କ୍ୟାପଟେନ

ଇଂଲଣ୍ଡର ବିଶ୍ବବିଜୟୀ କ୍ୟାପଟେନ ଇଆନ ମୋର୍ଗାନଙ୍କ ପାଇଁ ଲକଡାଉନ ଖୁସି ସାବ୍ୟସ୍ତ ହୋଇଛି । 3 ସପ୍ତାହ ତଳେ ପୁତ୍ର ସନ୍ତାନର ବାପା ହୋଇଥିଲେ ମୋର୍ଗାନ । ତେବେ ଲକଡାଉନ ଯୋଗୁଁ ଘରେ ରହିବା ସମ୍ଭବ ହୋଇଛି ଓ ସେ ପରିବାର ସହ ସମୟ ବିତାଇପାରିଛନ୍ତି କହିଛନ୍ତି ମୋର୍ଗାନ ।

Lucky to spend more time with my new-born baby, say Eoin Morgan
ଲକଡାଉନ: ପରିବାର ସହ ସମୟ କାଟୁଛନ୍ତି ଇଂଲଣ୍ଡ କ୍ୟାପଟେନ
author img

By

Published : Apr 13, 2020, 12:49 PM IST

ଲଣ୍ଡନ: ଇଂଲଣ୍ଡର ବିଶ୍ବବିଜୟୀ କ୍ୟାପଟେନ ଇଆନ ମୋର୍ଗାନଙ୍କ ପାଇଁ ଲକଡାଉନ ଖୁସି ସାବ୍ୟସ୍ତ ହୋଇଛି । 3 ସପ୍ତାହ ତଳେ ପୁତ୍ର ସନ୍ତାନର ବାପା ହୋଇଥିଲେ ମୋର୍ଗାନ । ତେବେ ଲକଡାଉନ ଯୋଗୁଁ ଘରେ ରହିବା ସମ୍ଭବ ହୋଇଛି ଓ ସେ ପରିବାର ସହ ସମୟ ବିତାଇପାରିଛନ୍ତି କହିଛନ୍ତି ମୋର୍ଗାନ ।

ମାର୍ଚ୍ଚ 29ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସର ପ୍ରମୁଖ ଖେଳାଳି ରହିଛନ୍ତି ଇଆନ ମୋର୍ଗାନ । ଫଳରେ ମୋର୍ଗାନଙ୍କ ପାଇଁ ପରିବାର ସହ ସମୟ ବିତାଇବା ସମ୍ଭବ ହୋଇପାରିନଥାନ୍ତା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଇପିଏଲ ସମେତ ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟ ସ୍ଥଗିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.