ETV Bharat / sports

ୟୁକେରେ କୋରୋନା ସ୍ଥିତି ଗମ୍ଭୀର, ଲର୍ଡ୍ସ ଗ୍ରାଉଣ୍ଡରେ ପାର୍କିଂ ବ୍ୟବସ୍ଥା

author img

By

Published : Mar 31, 2020, 11:32 PM IST

ୟୁକେରେ ଗମ୍ଭୀର ରହିଛି ମହାମାରୀ କୋରୋନା ସ୍ଥିତି । ସେଥିପାଇଁ ମେଲବୋର୍ଣ୍ଣ କ୍ରିକେଟ କ୍ଳବ ସହାୟତା ପାଇଁ ଆଗେଇ ଆସିଛି । ଅଧିକ ପଢନ୍ତୁ...

Lord's cricket ground opens up for medical
ୟୁକେରେ କୋରୋନା ସ୍ଥିତି ଗମ୍ଭୀର, ଲର୍ଡ୍ସ ଗ୍ରାଉଣ୍ଡରେ ପାର୍କିଂ ବ୍ୟବସ୍ଥା

ଲଣ୍ଡନ: ୟୁକେରେ ଗମ୍ଭୀର ରହିଛି ମହାମାରୀ କୋରୋନା ସ୍ଥିତି । ସେଥିପାଇଁ ମେଲବୋର୍ଣ୍ଣ କ୍ରିକେଟ କ୍ଳବ ସହାୟତା ପାଇଁ ଆଗେଇ ଆସିଛି । ପ୍ରତ୍ୟକ୍ଷ ଭାବେ କୋରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପାର୍କିଂର ସୁବ୍ୟବସ୍ଥା କରିଛି ଏମସିସି ।

ସ୍ଥାନୀୟ ୱେଲିଂଟନ ହସ୍ପିଟାଲ, ୟୁନିଭରସିଟି କଲେଜ ହସ୍ପିଟାଲ ଓ ଏଲିଜାବେଥ ହସ୍ପିଟାଲ ପାଇଁ 70ଟି ପାର୍କିଂ ବ୍ୟବସ୍ଥା କରିଛି ଏମସିସି । ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଏହି ସମସ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଥିସହିତ ଏମସିସି ସିଟି ହାର୍ଭେଷ୍ଚ ସଂସ୍ଥା ଜରିଆରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ବଣ୍ଟନ ମଧ୍ୟ ଜାରି ରଖିଛି ।

ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ ବ୍ରିଟିସ ପବ୍ଳିକଙ୍କୁ ଗୋଟିଏ ଟିମ ଭାବେ ମିଳିମିଶି କୋରୋନା ବିରୋଧରେ ଲଢେଇ କରିବାକୁ ଅପିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.