ETV Bharat / sports

ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ଗୋଟିଏ ଇଂନିସ ରନ ସୂଚୀ

ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର ହୋଇଛି 36 । ବର୍ଷ 1974ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ 42 ରନ କରିଥିଲା ଭାରତୀୟ ଦଳ । ଅଧିକ ପଢନ୍ତୁ...

list of Lowest innings totals in Test cricket
ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ଗୋଟିଏ ଇଂନିସ ରନ ସୂଚୀ
author img

By

Published : Dec 19, 2020, 5:08 PM IST

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର ହୋଇଛି 36 । ବର୍ଷ 1974ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ 42 ରନ କରିଥିଲା ଭାରତୀୟ ଦଳ । ଏହି ରେକର୍ଡ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଭଙ୍ଗ ହୋଇଛି । ଶନିବାର ଅଷ୍ଟ୍ରେଲୀୟ ବୋଲର ଭାରତର ଦ୍ବିତୀୟ ଇଂନିସକୁ 36 ରନରେ ଶେଷ କରିଦେଇଥିଲେ ।

ଏହାପୂର୍ବରୁ ଟେଷ୍ଟରେ ଭାରତର ସର୍ବନିମ୍ନ ସ୍କୋର 42 ଥିଲା । ତେବେ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବନିମ୍ନ ରନର ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଛି । ବର୍ଷ 1955ରେ ଇଂଲଣ୍ଡ ବିପକ୍ଷରେ 26 ରନ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ କମ ରନର ରେକର୍ଡ ।

list of Lowest innings totals in Test cricket
ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ଗୋଟିଏ ଇଂନିସ ରନ ସୂଚୀ

ନଜର ପକାନ୍ତୁ ଟେଷ୍ଟ କ୍ରିକେଟରେ 10ଟି ସର୍ବନିମ୍ନ ସ୍କୋର ଉପରେ...

26- ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ, ମାର୍ଚ୍ଚ 1955(ଅକଲାଣ୍ଡ)

30- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, ଫେବୃଆରୀ 1896(ପୋର୍ଟ ଏଲିଜାବେଥ)

30- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, ଜୁନ 1924(ବର୍ମିଂଘାମ)

35- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, ଏପ୍ରିଲ 1899(କେପ ଟାଉନ)

36- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ମଇ 1902(ବର୍ମିଂଘାମ)

38- ଆୟରଲାଣ୍ଡ ବନାମ ଇଂଲଣ୍ଡ, ଜୁଲାଇ 2019(ଲର୍ଡ୍ସ)

42 - ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ, ମାର୍ଚ୍ଚ 1946(ୱେଲିଂଟନ)

42- ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, ଫେବୃଆରୀ 1888(ସିଡନି)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.