ETV Bharat / sports

ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗରଙ୍କ ଲକ୍ଷ୍ୟ: ଭାରତକୁ ଭାରତରେ ହରାଇବା

ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । 2016 ପରଠାରୁ ନଂ1 ଟେଷ୍ଟ ମାନ୍ୟତାରେ ରହିଥିଲା ବିରାଟ ବାହିନୀ । ତେବେ ଶୀର୍ଷ ମାନ୍ୟତାକୁ ନେଇ ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗର ବଡ ବୟାନ ସାମ୍ନାକୁ ଆସିଛି । ଲାଙ୍ଗର କହିଛନ୍ତି ଭାରତକୁ ଭାରତରେ ହରାଇଲେ ହିଁ ଅଷ୍ଟ୍ରେଲିଆର ଲକ୍ଷ୍ୟ ପୁରଣ ହେବ । ଅଧିକ ପଢନ୍ତୁ...

Langer's ultimate goal is to beat India in India
ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗରଙ୍କ ଲକ୍ଷ୍ୟ: ଭାରତକୁ ଭାରତରେ ହରାଇବା
author img

By

Published : May 2, 2020, 11:55 AM IST

ମେଲବୋର୍ଣ୍ଣ: ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । 2016 ପରଠାରୁ ନଂ1 ଟେଷ୍ଟ ମାନ୍ୟତାରେ ରହିଥିଲା ବିରାଟ ବାହିନୀ । ତେବେ ଶୀର୍ଷ ମାନ୍ୟତାକୁ ନେଇ ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗର ବଡ ବୟାନ ସାମ୍ନାକୁ ଆସିଛି । ଲାଙ୍ଗର କହିଛନ୍ତି ଭାରତକୁ ଭାରତରେ ହରାଇଲେ ହିଁ ଅଷ୍ଟ୍ରେଲିଆର ଲକ୍ଷ୍ୟ ପୁରଣ ହେବ । ଲାଙ୍ଗରଙ୍କ ଏହି ବୟାନ କ୍ରିକେଟ ଅଷ୍ଟ୍ରେଲିଆର ୱେବସାଇଟରେ ପ୍ରକାଶ ପାଇଛି ।

ତେବେ ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ 3ଟି ସ୍ଥାନରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତ ରହିଛନ୍ତି । ମାତ୍ର ଗୋଟିଏ ପଏଣ୍ଟର ବ୍ୟବଧାନ ରହିଛି ଏହି 3 ଟିମଙ୍କ ମଧ୍ୟରେ । ଫଳରେ ଗୋଟିଏ ସିରିଜର ଫଳାଫଳ ମାନ୍ୟତାରେ ଫରକ ଆଣିବା ସମ୍ଭାବନା ରହିଛି । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଖୁସି ଆଣିଦେଇଥିବା କହିଛନ୍ତି କୋଚ ଜଷ୍ଟିନ ଲାଙ୍ଗର ।

ଆଇସିସି ଟେଷ୍ଟ ଚମ୍ପିଆନସିପରେ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବାରୁ ପ୍ରଥମେ ଅଷ୍ଟ୍ରେଲିଆରେ ଓ ପରେ ଭାରତରେ ଭାରତକୁ ହରାଇବା ଅଷ୍ଟ୍ରେଲିଆର ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.