ଶାରଜାହା: ଆରସିବି ଗତକାଲି କେକେଆରକୁ 82ରନ୍ରେ ମାତ୍ ଦେଇଛି । ତେବେ ଆରସିବି ପକ୍ଷରୁ ଏହି ମ୍ୟାଚରେ 73*ରନ୍ର ବିସ୍ଫୋରକ ଇଂନିସ ଖେଳିଥିବା ଏବି ଡି ଭିଲିୟର୍ସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ମିଳିଛି । ଏହି ବିଜୟରେ ଆରସିବିର ଅଧିନାୟକ ବିରାଟ କୋହଲି ଡିଭିଲିୟର୍ସଙ୍କ ପ୍ରଶାଂସା କରିଛନ୍ତି ।
-
On a pitch like that, to bat like that only @ABdeVilliers17 can do that: @imVkohli #Dream11IPL #RCBvKKR pic.twitter.com/EVgskchh5c
— IndianPremierLeague (@IPL) October 12, 2020 " class="align-text-top noRightClick twitterSection" data="
">On a pitch like that, to bat like that only @ABdeVilliers17 can do that: @imVkohli #Dream11IPL #RCBvKKR pic.twitter.com/EVgskchh5c
— IndianPremierLeague (@IPL) October 12, 2020On a pitch like that, to bat like that only @ABdeVilliers17 can do that: @imVkohli #Dream11IPL #RCBvKKR pic.twitter.com/EVgskchh5c
— IndianPremierLeague (@IPL) October 12, 2020
-
Innings Break!
— IndianPremierLeague (@IPL) October 12, 2020 " class="align-text-top noRightClick twitterSection" data="
AB de Villiers puts up a show here in Sharjah with a knock of 73* off 33.#RCB post a formidable total of 194/2 on the board. Will #KKR chase this down?#Dream11IPL pic.twitter.com/v5b3ZDizrM
">Innings Break!
— IndianPremierLeague (@IPL) October 12, 2020
AB de Villiers puts up a show here in Sharjah with a knock of 73* off 33.#RCB post a formidable total of 194/2 on the board. Will #KKR chase this down?#Dream11IPL pic.twitter.com/v5b3ZDizrMInnings Break!
— IndianPremierLeague (@IPL) October 12, 2020
AB de Villiers puts up a show here in Sharjah with a knock of 73* off 33.#RCB post a formidable total of 194/2 on the board. Will #KKR chase this down?#Dream11IPL pic.twitter.com/v5b3ZDizrM
କୋହଲି ମ୍ୟାଚ ପରେ କହିଛନ୍ତି ଯେ, ମନେହେଉଥିଲା ଟିମ 160-165ମଧ୍ୟରେ ସ୍କୋର କରିବ । କିନ୍ତୁ ଡେଭିଲିୟର୍ସଙ୍କ ଇଂନିସ ଦଳକୁ ଏକ ମଜବୁତ ସ୍କୋର ପ୍ରଦାନ କରିଥିଲା । ଏପରି କେବଳ ସେ ହିଁ କରି ପାରିବେ । ମୁଁ ଖୁସି ଅଛି କି ଆମେ ପାର୍ଟନରସିପ ଇଂନିସ ଖେଳିଲୁ । ତାଙ୍କୁ ଏପରି ଦମଦାର ଇଂନିସ ଖେଳୁଥିବାର ଦେଖି ଭଲ ଅନୁଭବ ହୋଉଥିଲା ।
![kohli-tied-de-villiers-with-praise](https://etvbharatimages.akamaized.net/etvbharat/prod-images/m28dm_818_1310newsroom_1602553118_215.jpg)
ସୂଚନାଥାଉକି, କୋହିଲ- ଡେଭିଲିୟର୍ସ 100ରନ୍ର ପାଟର୍ନରସିପ ଇଂନିସ ଖେଳିଥିଲେ ।
ଆହୁରି ମଧ୍ୟ କୋହଲି କହିଛନ୍ତି ଯେ, ଗୋଟିଏ ମଜବୁତ ଦଳ ସମ୍ମୁଖରେ ଏହା ସାନଦାର ବିଜୟ ଥିଲା । ମୋରିସ ଯୋଗୁଁ ବୋଲିଂ ବିଭାଗ ସୁଦୃଢ ହୋଇଛି ।