ନୂଆଦିଲ୍ଲୀ: ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ପପ୍ ଷ୍ଟାର ରିହାନା ଟ୍ବିଟ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କ୍ରିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ କ୍ୟାପଟେନ ବିରାଟ କୋହଲି ପପ ଷ୍ଟାରଙ୍କୁ କାଉଣ୍ଟର କରିବା ସହ 'ଭାରତ ଏକତ୍ରିତ' ଡାକରାର ମଙ୍ଗ ଧରିଛନ୍ତି ।
ମଙ୍ଗଳବାର ରାତିରେ କୃଷକ ଆନ୍ଦୋଳନ ନେଇ ରିହାନା ଟ୍ବିଟରେ ଲେଖିଥିଲେ, "କାହିଁକି ଏହା ବାବଦରେ ଚର୍ଚ୍ଚା ହେଉନାହିଁ ?" ତେବେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ଟିପ୍ପଣୀ କରିବାପରେ କ୍ରିକେଟରଙ୍କ ସହ ଅନେକ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ସ୍ବର ପ୍ରତିକ୍ରିୟାଶୀଳ ହୋଇଛନ୍ତି ।
-
India’s sovereignty cannot be compromised. External forces can be spectators but not participants.
— Sachin Tendulkar (@sachin_rt) February 3, 2021 " class="align-text-top noRightClick twitterSection" data="
Indians know India and should decide for India. Let's remain united as a nation.#IndiaTogether #IndiaAgainstPropaganda
">India’s sovereignty cannot be compromised. External forces can be spectators but not participants.
— Sachin Tendulkar (@sachin_rt) February 3, 2021
Indians know India and should decide for India. Let's remain united as a nation.#IndiaTogether #IndiaAgainstPropagandaIndia’s sovereignty cannot be compromised. External forces can be spectators but not participants.
— Sachin Tendulkar (@sachin_rt) February 3, 2021
Indians know India and should decide for India. Let's remain united as a nation.#IndiaTogether #IndiaAgainstPropaganda
ଭାରତର ସାର୍ବଭୌମତ୍ବ କ୍ଷୁର୍ଣ୍ଣ ହୋଇପାରିବ ନାହିଁ । ବିଦେଶୀ ଶକ୍ତି କେବଳ ଦର୍ଶକ ହେବା ଉଚିତ, ଅଂଶଗ୍ରହଣକାରୀ ନୁହେଁ । ଭାରତୀୟ ମାନଙ୍କ ପାଇଁ ଭାରତୀୟମାନେ ନିଷ୍ପତ୍ତି ନେଇପାରିବେ ବୋଲି ଭାରତୀୟମାନେ ଜାଣନ୍ତି । ତେନ୍ଦୁଲକର ଟ୍ବିଟ କରିବା ପରେ କୋହଲି ମଧ୍ୟ ଏହି ମର୍ମରେ ସଚିନଙ୍କ ସହ ସହମତି ପ୍ରକାଶ କରି ଟ୍ବିଟ କରିଛନ୍ତି ।
-
Let us all stay united in this hour of disagreements. Farmers are an integral part of our country and I'm sure an amicable solution will be found between all parties to bring about peace and move forward together. #IndiaTogether
— Virat Kohli (@imVkohli) February 3, 2021 " class="align-text-top noRightClick twitterSection" data="
">Let us all stay united in this hour of disagreements. Farmers are an integral part of our country and I'm sure an amicable solution will be found between all parties to bring about peace and move forward together. #IndiaTogether
— Virat Kohli (@imVkohli) February 3, 2021Let us all stay united in this hour of disagreements. Farmers are an integral part of our country and I'm sure an amicable solution will be found between all parties to bring about peace and move forward together. #IndiaTogether
— Virat Kohli (@imVkohli) February 3, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ