ETV Bharat / sports

ସୁପରଷ୍ଟାର କୋହଲି ସବୁ ପରିସ୍ଥିତିରେ ଶ୍ରେଷ୍ଠ: ନାଥନ ଲାୟନ

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଭେଟେରାନ ଅଷ୍ଟ୍ରେଲିଆ ସ୍ପିନର ଲାଥନ ଲାୟନଙ୍କ ପ୍ରଶଂସା । ଲାୟନ କହିଛନ୍ତି କୋହଲି ଜଣେ ସୁପରଷ୍ଟାର । ପରିସ୍ଥିତି ଆବଶ୍ୟକତାଙ୍କୁ କୋହଲି ଭଲଭାବେ ପଢିପାରନ୍ତି ।

author img

By

Published : Apr 14, 2020, 2:05 PM IST

Kohli is good enough to adapt to any ssituation: Nathan lyon
ସୁପରଷ୍ଟାର କୋହଲି, ସବୁ ପରିସ୍ଥିତିରେ ଶ୍ରେଷ୍ଠ: ନାଥନ ଲାୟନ

ମେଲବୋର୍ଣ୍ଣ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଭେଟେରାନ ଅଷ୍ଟ୍ରେଲିଆ ସ୍ପିନର ଲାଥନ ଲାୟନଙ୍କ ପ୍ରଶଂସା । ଲାୟନ କହିଛନ୍ତି କୋହଲି ଜଣେ ସୁପରଷ୍ଟାର । ପରିସ୍ଥିତି ଆବଶ୍ୟକତାଙ୍କୁ କୋହଲି ଭଲଭାବେ ପଢିପାରନ୍ତି । ତେବେ ଆଗାମୀ ଭାରତ-ଅଷ୍ଟ୍ରେଲିଆ ସିରିଜ ରୋମାଞ୍ଚକର ହେବ ବୋଲି ସେ ଆଶାବାଦୀ ଅଛନ୍ତି ଲାୟନ ।

ଚଳିତ ବର୍ଷ ଶେଷ ଭାଗରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ରହିଛି । ଏହି ଗସ୍ତରେ ବିରାଟବାହୀନି କଙ୍ଗାରୁ ଟିମ ବିପକ୍ଷରେ 4ଟି ଟେଷ୍ଟ ଖେଳିବାର ସୂଚୀ ରହିଛି । ତେବେ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟେଷ୍ଟ ସିରିଜ ବିନା ଦର୍ଶକରେ ଖେଳାଯିବା ନେଇ ଆଶା କରାଯାଉଛି । ତେବେ ଏପରି ହେଲେ ବିରାଟ କୋହଲି ଖାଲି ଷ୍ଟାଡିୟମରେ କିପରି ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

2018-19ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଏହି ଗସ୍ତରେ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ହରାଇ ଇତିହାସ ରଚିଥିଲା ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.