ETV Bharat / sports

କ୍ରିକେଟ ବାଦ ଦେଶରେ ଅନ୍ୟ କ୍ରୀଡାର ଜ୍ଞାନ ସୀମିତ: କେନ୍ଦ୍ର କ୍ରୀଡାମନ୍ତ୍ରୀ

ଭାରତୀୟ ଲୋକଙ୍କ କ୍ରୀଡାଜ୍ଞାନ ଖୁବ୍ କମ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ଏଥିସହିତ ଭାରତୀୟ ଲୋକେ କେବଳ କ୍ରିକେଟ ବିଷୟରେ ଜାଣନ୍ତି ବୋଲି କହିଛନ୍ତି ।

author img

By

Published : May 4, 2020, 12:58 PM IST

Knowlwdge of sports in india very low, people just know about cricket: Rijiju
କ୍ରିକେଟ ବାଦ ଦେଶରେ ଅନ୍ୟ କ୍ରୀଡାର ଜ୍ଞାନ ସୀମିତ: କେନ୍ଦ୍ର କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଲୋକଙ୍କ କ୍ରୀଡାଜ୍ଞାନ ଖୁବ୍ କମ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ଏଥିସହିତ ଭାରତୀୟ ଲୋକେ କେବଳ କ୍ରିକେଟ ବିଷୟରେ ଜାଣନ୍ତି ବୋଲି କହିଛନ୍ତି ।

ଦେଶରେ କ୍ରିକେଟକୁ ଛାଡି ଅନ୍ୟ କ୍ରୀଡା ସମ୍ପନ୍ଧୀୟ ଧାରଣା ଖୁବ ସୀମିତ । ଆମେ ଅଲମ୍ପିକକୁ ସଂପୂର୍ଣ୍ଣ ଭୁଲିଯାଇଛନ୍ତି । ଆମକୁ ଅନ୍ୟ ଖେଳକୁ ବୁଝିବାର ଦରକାର ରହିଛି । FICCI ପକ୍ଷରୁ ଆୟୋଜିତ ୱେବନାର 'କୋରୋନା ଓ କ୍ରୀଡା' କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.