ETV Bharat / sports

ଟି-20 ଫର୍ମାଟରେ କେଏଲ ରାହୁଲଙ୍କ 1000ରନ ପୂରଣ

author img

By

Published : Dec 6, 2019, 11:58 PM IST

କେଏଲ ରାହୁଲ ନିଜର ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ 1000 ରନ ପୂରଣ କରିଥିବା 7ମ ଭାରତୀୟ ଖେଳାଳି ହୋଇଯାଇଛନ୍ତି ।

kl rahul
kl rahul

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ଓପନର କେଏଲ ରାହୁଲ ହାଇଦ୍ରାବାଦ ଷ୍ଟାଡିୟମରେ ନିଜ ନାଁରେ ଏକ ରେକର୍ଡ କରିଛନ୍ତି । ରାହୁଲ ନିଜର ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ 1000ରନ ପୂରା କରିଛନ୍ତି । ଇଣ୍ଡିଜ ବିପକ୍ଷରେ ସେ 32ତମ ମ୍ୟାଚ ଖେଳୁଥିଲେ ।

kl rahul
ଆଇସିସି ଟ୍ବିଟ

ତେବେ 1000ରନ୍‌ ପୂରଣ କରିଥିବା ସେ ସପ୍ତମ ଭାରତୀୟ କ୍ରିକେଟର । ଏହା ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି, ଏମଏସ ଧୋନି, ସୁରେଶ ରୈନା, ଶିଖର ଧଓ୍ବନ ଓ ଯୁବରାଜ ସିଂ ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି ।

ଏଥିସହ ଦ୍ରୁତତମ ଟି-20 ଫର୍ମାଟରେ 1000ରନ ପୂର୍ଣ୍ଣ କରିଥିବା 2ୟ ଭାରତୀୟ ଖେଳାଳି ହୋଇଯାଇଛନ୍ତି କେଏଲ ରାହୁଲ । ଏହା ପୂର୍ବରୁ କେବଳ ଭାରତୀୟ ଭାବେ ବିରାଟ କୋହଲି 27ଟି ମ୍ୟାଚରେ 1000ରନ ପୂରଣ କରିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.