ETV Bharat / sports

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ ଏମିତି କହିଲେ କ୍ରୀଡାମନ୍ତ୍ରୀ - କିରନ ରିଜିଜୁ

କ୍ରୀଡାମନ୍ତ୍ରୀ କିରନ ରିଜିଜୁ ଶନିବାର କହିଛନ୍ତି ଯେ, ଭାରତ ପ୍ରତ୍ୟେକ କ୍ରୀଡ଼ାରେ ଭାଗ ନେବାକୁ ପ୍ରସ୍ତୁତ ଅଛି, ଯଦି ଆୟୋଜକ ଦେଶ ସବୁ କିଛି ନିୟମ ଅନୁଯାୟୀ ଆୟୋଜନ କରେ ।

kiren-rijiju-opens-up-on-indias-participation-in-asia-cup-2020
ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ ଏମିତି କହିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ
author img

By

Published : Mar 1, 2020, 3:23 PM IST

ହାଇଦ୍ରାବାଦ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ କିରନ ରିଜିଜୁ ଶନିବାର କହିଛନ୍ତି ଯେ, ଭାରତ ପ୍ରତ୍ୟେକ କ୍ରୀଡ଼ାରେ ଭାଗ ନେବାକୁ ପ୍ରସ୍ତୁତ ଅଛି, ଯଦି ଆୟୋଜକ ଦେଶ ସବୁ କିଛି ନିୟମ ଅନୁଯାୟୀ ଆୟୋଜନ କରେ ।

kiren-rijiju-opens-up-on-indias-participation-in-asia-cup-2020
ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ ଏମିତି କହିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ରିଜଜୁ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ କହିଛନ୍ତି, ‘ଆମେ ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତ ଅଛୁ । ଯଦି ଆୟୋଜକ ଦେଶ ସବୁ କିଛି ନିୟମ ଅନୁଯାୟୀ ଆୟୋଜନ କରେ ।’ ଉଲ୍ଲେଖଥାଉକି, ପରବର୍ତ୍ତୀ ଏସିଆ କପ୍ ଦୁବାଇରେ ଅନୁଷ୍ଠିତ ହେବ । ଉଭୟ ଭାରତ-ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଏନେଇ ବିସିସିଆଇ ଅଧକ୍ଷ୍ୟ ସୌରଭ ଗାଙ୍ଗୁଲି ଶୁକ୍ରବାର ସ୍ପଷ୍ଟ କରିଥିଲେ ।

ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ ।ଚଳିତ ବର୍ଷ ପାକିସ୍ତାନ ଏସିଆ କପ୍ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ପାକିସ୍ତାନରେ ସୁରକ୍ଷା ଚିନ୍ତା ପାଇଁ ପାକିସ୍ତାନ ଯିବାକୁ ସ୍ପଷ୍ଟ ମନା କରି ଦେଇଥିଲା ବିସିସିଆଇ । ଏହା ପରେ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ବଦଳଯାଇ ଦୁବାଇ କରାଗଲା । ସୂଚନାଯୋଗ୍ୟ ଯେ, ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ଆଇସିସି ବିଶ୍ୱକପ 2019ରେ ଖେଳିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.