ETV Bharat / sports

ଟିମ ଇଣ୍ଡିଆ ବିଜୟୀ, କଟାକ୍ଷ ଛଳରେ ପିଟରସନଙ୍କ ଶୁଭେଚ୍ଛା

author img

By

Published : Feb 16, 2021, 10:04 PM IST

'ଇଂଲଣ୍ଡ ବି' ଟିମକୁ ହରାଇଥିବାରୁ ଭାରତକୁ କଟାକ୍ଷ ଛଳରେ ହିନ୍ଦିରେ ଟ୍ବିଟ ସହ ଶୁଭେଚ୍ଛା ଜଣାଇଲେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ । ଅଧିକ ପଢନ୍ତୁ...

Kevin Pietersen congratulated India for winning by tweeting in Hindi, told England 'B' team
ଟିମ ଇଣ୍ଡିଆ ବିଜୟୀ, କଟାକ୍ଷ ଛଳରେ ପିଟରସନଙ୍କ ଶୁଭେଚ୍ଛା

ଚେନ୍ନାଇ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ମଙ୍ଗଳବାର ଭାରତର ବିରାଟ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ନିଜର ଟିମକୁ 'ଇଂଲଣ୍ଡ ବି' କହି ଏହାର ମହତ୍ତ୍ବ କମ ଦେଖାଇବାକୁ ପ୍ରୟାସ କରିଛନ୍ତି ।

  • You don’t pick your best team in the hardest place to WIN a Test match, you actually cannot even show emotion to it.

    — Kevin Pietersen🦏 (@KP24) February 16, 2021 " class="align-text-top noRightClick twitterSection" data=" ">

ଭାରତ ଦ୍ବିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଲଞ୍ଚ ବ୍ରେକ୍‌ର କିଛି ସମୟ ପରେ 317 ରନରେ ବିଜୟୀ ହେବାସହ 1-1ରେ ସିରିଜ ବରାବର କରିଥିଲା ।

  • Badhai ho india 🇮🇳,England B Ko harane ke liye 😉

Badhai ho india 🇮🇳,England B Ko harane ke liye 😉

— Kevin Pietersen🦏 (@KP24) February 16, 2021

ଇଂଲଣ୍ଡ ପ୍ରଥମ ମ୍ୟାଚକୁ 227 ରନର ବଡ ବ୍ୟବଧାନରେ ଜିତି ନେଇଥିଲା। ପିଟରସନ ଭାରତର ବିଜୟ ନେଇ ସଂକ୍ଷିପ୍ତ ମାତ୍ର କଟାକ୍ଷ ଅନ୍ଦାଜରେ ହିନ୍ଦିରେ ଟ୍ବିଟ କରିଛନ୍ତି ।

  • Badhai ho india 🇮🇳,England B Ko harane ke liye 😉

    — Kevin Pietersen🦏 (@KP24) February 16, 2021 " class="align-text-top noRightClick twitterSection" data=" ">

ଏଥିସହ ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ନିଜ ମାଟିରେ ଖେଳୁଥିବା,ବିଶ୍ବର ସବୁଠୁ ଶକ୍ତିଶାଳୀ ଟିମ ଭାରତ ବିପକ୍ଷ ସିରିଜରେ ରୋଟେସନ ନୀତି ଜାରି ରଖିବାକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.