ETV Bharat / sports

ଆର୍ଚରଙ୍କ ପୁରୁଣା ଟ୍ବିଟ ଭାଇରାଲ, ଲେଖିଥିଲେ ରିୟାଙ୍କ ନାମ - ସୁଶାନ୍ତ ସିଂ ରାଜପୁତ ମାମଲା

ଇଂଲଣ୍ଡ କ୍ରିକେଟର ଟିମର ଷ୍ଟର ପେସ ବୋଲର ଜୋଫ୍ରା ଆର୍ଚରଙ୍କ 6ବର୍ଷ ତଳର ଏକ ଟ୍ବିଟ ସୋସିଆଲ ମିଡିଆରେ ଭଇରାଲ ହେବାରେ ଲାଗିଛି ।

Jofra archer six years old tweet gone viral
ଆର୍ଚରଙ୍କ ପୁରୁଣା ଟ୍ବିଟ ଭାଇରାଲ, ଲେଖିଥିଲେ ରିୟାଙ୍କ ନାମ
author img

By

Published : Aug 23, 2020, 5:52 PM IST

ଲଣ୍ଡନ: ପ୍ରାୟ ଦୁଇମାସର ଅପେକ୍ଷା ପରେ ବୁଧବାର ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସ୍ପଷ୍ଟ କରିଛି । ଏହି ଖବରରେ ପୁରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ମାତ୍ର ଏବେ ଇଂଲଣ୍ଡ କ୍ରିକେଟର ଟିମର ଷ୍ଟର ପେସ ବୋଲର ଜୋଫ୍ରା ଆର୍ଚରଙ୍କ 6ବର୍ଷ ତଳର ଏକ ଟ୍ବିଟ ସୋସିଆଲ ମିଡିଆରେ ଭଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଟ୍ବିଟ ବର୍ଷ 2014ରେ ଆର୍ଚର କରିଥିଲେ। ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଥିଲେ ରିୟା ଏବଂ ଟସେଲ । ଏହି ଭାଇରାଲ ଟ୍ବିଟକୁ ନେଇ ଫ୍ୟାନ୍ସ ଙ୍କ ଟ୍ବିଟରରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।

  • Rhea and tessale :|

    — Jofra Archer (@JofraArcher) July 16, 2014 " class="align-text-top noRightClick twitterSection" data=" ">

ଆର୍ଚର ଇଣ୍ଟରନେଟରେ ବେଶ ସକ୍ରିୟ ରହିଥାନ୍ତି । ନିଜର ଟ୍ବିଟ ପାଇଁ ଏନେକ ମସୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ।

ଏହା ପ୍ରଥମ ଥର ନୁହେଁ କି ଆର୍ଚରଙ୍କ ଟ୍ବିଟ ଭାଇରାଲ ହୋଇଛି । ଏକାଧିକ ଟ୍ବିଟ ପୂର୍ବରୁ ଭାଇରାଲ ହୋଇଛି । ଗତବର୍ଷ ଆଇସିସି ବିଶ୍ବକପ 2019 ସମୟରେ ଆର୍ଚରଙ୍କ ଏକ ପୁରୁଣା ଟ୍ବିଟ ଭାଇରାଲ ହୋଇଥିଲା । ବର୍ଷା ଓ ସୁପର ଓଭରକୁ ନେଇ ଆର୍ଚର 2014ରେ କିଛି ଟ୍ବିଟ କରିଥିଲେ ।

ଆର୍ଚର ଇଂଲଣ୍ଡ ପାଇଁ ଏଯାବତ 8ଟି ଟେଷ୍ଟ, 14ଟି ଦିନିକିଆ ଓ ଗୋଟିଏ ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳି 58 ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.