ETV Bharat / sports

ନିଜ ବିଶ୍ବକପ ମେଡାଲକୁ ହଜାଇଦେଲେ ଜୋଫ୍ରା ଆର୍ଚର

ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରୋ ଆର୍ଚର ନିଜର ବିଶ୍ବକପ ମେଡାଲକୁ ହରାଇ ଦେଇଥିବା କହିଛନ୍ତି । 2019 ଦିନିକିଆ କ୍ରିକେଟ ବିଶ୍ବକପ ଚମ୍ପିଆନ ଇଂଲଣ୍ଡ ଦଳର ପ୍ରମୁଖ ଖେଳାଳି ରହିଛନ୍ତି ଜୋଫ୍ରା ଆର୍ଚର ।

Jofra Archer reveals he's lost his World Cup medal
ନିଜ ବିଶ୍ବକପ ମେଡାଲକୁ ହଜାଇଦେଲେ ଜୋଫ୍ରା ଆର୍ଚର
author img

By

Published : Apr 26, 2020, 10:44 AM IST

ଲଣ୍ଡନ: ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରୋ ଆର୍ଚର ନିଜର ବିଶ୍ବକପ ମେଡାଲକୁ ହରାଇ ଦେଇଥିବା କହିଛନ୍ତି । ଘର ବଦଳାଇବା ସମୟରେ ବିଶ୍ବକପ ସ୍ମୃତିର ମେଡାଲଟି ହଜିଯାଇଥିବା ସେ କହିଛନ୍ତି । 2019 ଦିନିକିଆ କ୍ରିକେଟ ବିଶ୍ବକପ ଚମ୍ପିଆନ ଇଂଲଣ୍ଡ ଦଳର ପ୍ରମୁଖ ଖେଳାଳି ରହିଛନ୍ତି ଜୋଫ୍ରା ଆର୍ଚର ।

ଆର୍ଚର 23.05 ହାରରେ ବିଶ୍ବକପରେ 20 ୱିକେଟ ଅକ୍ତିଆର କରିଥିଲେ । ଫଳରେ ପ୍ରଥମ ଥର ପାଇଁ ଇଂଲଣ୍ଡ ବିଶ୍ବକପ ବିଜୟର ସ୍ବାଦ ଚାଖିପାରିଥିଲା । 2019ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଜୋଫ୍ରା ଆର୍ଚର ।

ହାଇଭୋଲଟେଜ ବିଶ୍ବକପର ସୁପର ଓଭର ବୋଲିଂ ଦାୟିତ୍ବ କ୍ୟାପଟେନ ଇଆନ ମୋର୍ଗାନ ଆର୍ଚରଙ୍କୁ ଦେଇଥିଲେ । 25 ବର୍ଷୀୟ ଜୋଫ୍ରା ଆର୍ଚରଙ୍କ ଶାଣିତ ବୋଲିଂ ପ୍ରତିପକ୍ଷ ନ୍ୟୁଜିଲାଣ୍ଡର ବିଜୟକୁ ରୋକି ପାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.