ETV Bharat / sports

ନ୍ୟୁଜିଲାଣ୍ଡ କ୍ରିକେଟ କେନ୍ଦ୍ରୀୟ ଚୁକ୍ତି: ତାଲିକାରେ ଜେସ କେର୍-ନଟଲିଏ ଡଡ୍

author img

By

Published : Jun 2, 2020, 7:48 PM IST

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ(NZC) 2020-21 ସିଜିନ ପାଇଁ ମହିଳା କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି । ଏହି ତାଲିକାରେ ପ୍ରଥମ ଥର ପାଇଁ ତାଲିକାରେ ଜେସ କେର୍-ନଟଲିଏ ଡଡ୍‌ଙ୍କୁ ସ୍ଥାନ ମିଳିଛି ।

Jess Kerr, Natalie Dodd receive New Zealand central contract, Rachel priest misses out
http://10.1ନ୍ୟୁଜିଲାଣ୍ଡ କ୍ରିକେଟ କେନ୍ଦ୍ରୀୟ ଚୁକ୍ତି: ତାଲିକାରେ ଜେସ କେର୍-ନଟଲିଏ ଡଡ୍0.50.80:6060//finalout3/odisha-nle/thumbnail/02-June-2020/7441583_730_7441583_1591091846413.png

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ(NZC) 2020-21 ସିଜିନ ପାଇଁ ମହିଳା କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି । ଏହି ତାଲିକାରେ 17ଜଣ କ୍ରିକେଟରଙ୍କ ନାମ ରହିଛି ।

ପ୍ରଥମ ଥର ପାଇଁ ତାଲିକାରେ ଜେସ କେର୍-ନଟଲିଏ ଡଡ୍‌ଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ପ୍ରଥମ ଥର ପାଇଁ ରେଚଲ ପ୍ରିଷ୍ଟ ତାଲିକାରୁ ବାଦ ପଡିଛନ୍ତି । ବର୍ଣ୍ଣାଡିନ ବେଜୁଇଡେନହଟ ମଧ୍ୟ ତାଲିକାରୁ ବାଦ ପଡିଛନ୍ତି ।

ଘୋଷିତ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ କେନ୍ଦ୍ରୀୟ ଚୁକ୍ତି ତାଲିକା: ସୁଜି ବେଟସ୍, ସୋଫ ଡିଭାଇନ, ନଟଲିଏ ଡଡ୍ , ଲାଉରେନ ଡାୱନ, ମ୍ୟାଡି ଗ୍ରୀନ, ହୋଲି ହୁ଼ଡଲଷ୍ଟନ, ହେଲୀ ଜେନସନ, ଲେଇ କାଶପ୍ରେକ, ଆମେଲିଆ କେର, ଜେସ କେର୍, ରୋଜମେରୀ ମେର୍, କେଟି ମାର୍ଟିନ, କେଟି ପର୍କିନସ, ଅନ ପିଟରସନ, ହନହା ରୋଏ, ଏମି ସାଥର୍ଥୱେଟ ଓ ଲିଏ ତହୁହୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.