ETV Bharat / sports

ଭାରତକୁ ବଡ ଝଟକା, ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଜାଡେଜା ବାହାର - ଦୁଇଟି ଟେଷ୍ଟରୁ ଜାଡେଜା ବାହାର

ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାଟିଂବେଳେ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ଅଧିକ ପଢନ୍ତୁ...

Jadeja out of first two Test against England, might bat with injections if required
ଭାରତକୁ ବଡ ଝଟକା, ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଜାଡେଜା ବାହାର
author img

By

Published : Jan 10, 2021, 6:18 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆକୁ ବଡ ଝଟକା । ଆଗାମୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡିଲେ ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।

Jadeja out of first two Test against England, might bat with injections if required
ସିଡନୀ ଟେଷ୍ଟରେ ଜାଡେଜା ଆହତ

ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାଟିଂବେଳେ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ମିଚେଲ ଷ୍ଟାର୍କଙ୍କ ଏକ ସର୍ଟ ବଲ୍ ଜାଡେଜାଙ୍କ ଗ୍ଳୋବ୍ସରେ ଲାଗିଥିଲା । ସ୍କାନ ପରେ ଏହା ଭାଙ୍ଗିଥିବା ଜଣାପଡିବା ସହ ସୁସ୍ଥ ହେବାକୁ ପ୍ରାୟ 5ରୁ 6 ସପ୍ତାହ ସମୟ ଲାଗିପାରେ ବୋଲି କୁହାଯାଉଛି ।

ରବିନ୍ଦ୍ର ଜାଡେଜା ଆହତ

ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚେନ୍ନାଇରେ ଫେବୃଆରୀ 5ରୁ ଆରମ୍ଭ ହେବ ।

ଅନ୍ୟପଟେ ସିଡନୀ ଟେଷ୍ଟରେ ଭାରତର ଦ୍ବିତୀୟ ପାଳିର ବ୍ୟାଟିଂ ସମୟରେ ଆବଶ୍ୟକ ସ୍ଥଳେ ପେନକିଲର ଇଞ୍ଜେକସନ ସହ ବ୍ୟାଟିଂ କରିବାକୁ ଆସିବାର ସମ୍ଭାବନା ରହିଛି । କାରଣ ପରାଜୟ ଦ୍ବାରରେ ଥିବା ଭାରତୀୟ ଟିମ ଶେଷ ଦିନରେ ମ୍ୟାଚ ବଞ୍ଚାଇବା ଲକ୍ଷ୍ୟରେ ରହିଛି ।

ଋଷଭ ପନ୍ତ ଆହତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.