ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ସର୍ବଦା ସଂଘର୍ଷପୂର୍ଣ୍ଣ ହୋଇଥାଏ: ଏଲିସ ପେରୀ - ମହିଳା ଟି-20 ବିଶ୍ବକପ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ସର୍ବଦା ସଂଘର୍ଷପୂର୍ଣ୍ଣ ହୋଇଥାଏ । ଏହା କହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ମହିଳା କ୍ରିକେଟର ଏଲିସ ପେରୀ ।

its Always Incredibly tough to play against New Zealand, says Elleyse Perry
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ସର୍ବଦା ସଂଘର୍ଷପୂର୍ଣ୍ଣ ହୋଇଥାଏ: ଏଲିସ ପେରୀ
author img

By

Published : Jun 20, 2020, 5:00 PM IST

ମେଲବୋର୍ଣ୍ଣ: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ସର୍ବଦା ସଂଘର୍ଷପୂର୍ଣ୍ଣ ହୋଇଥାଏ । ଏହା କହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ମହିଳା କ୍ରିକେଟର ଏଲିସ ପେରୀ । ନ୍ୟୁଜିଲାଣ୍ଡ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରୟାସ କରିଥାଏ । ଫଳରେ ଏହା ଅଧିକ ଅହ୍ବାନପୂର୍ଣ୍ଣ ହୋଇଥାଏ ।

its Always Incredibly tough to play against New Zealand, says Elleyse Perry
ଏଲିସ ପେରୀ

ପେରୀ କହିଛନ୍ତି କୌଣସି ମ୍ୟାଚ ସହଜ ହେଇନଥାଏ । ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ନିଆରା ଅନୁଭୁତି ଦେଇଥାଏ ବୋଲି ଅଲରାଉଣ୍ଡର ପେରୀ କହିଛନ୍ତି ।

ଆହତ ଏଲିସ ପେରୀ

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ନ୍ୟୁଜିଲାଣ୍ଡ ଗସ୍ତ ରହିଛି । ସେପ୍ଟେମ୍ବର 27ରୁ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ ସମାନ ମ୍ୟାଚ ସଂଖ୍ୟକ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

29 ବର୍ଷୀୟ ପେରୀ ଆଇସିସି ମହିଳା ଟି-20 ବିଶ୍ବକପର ଏକ ମ୍ୟାଚରେ ଆହତ ହୋଇ, ସେମିଫାଇନାଲ ଓ ଫାଇନାଲ ମୁକାବିଲାରୁ ବାଦ ପଡିଥିଲେ । ତେବେ ପେରୀଙ୍କ ଅନୁପସ୍ଥିତି ସତ୍ତ୍ବେ ବିଶ୍ବକପ ଫାଇନାଲରେ ଭାରତକୁ 85 ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.