ETV Bharat / sports

ISL: ହାଇଦ୍ରାବାଦ ଉପରେ ଓଡିଶାର ବିଜୟ, ପ୍ଲେ ଅଫ ରାସ୍ତା ସଫା - ISL

ବୁଧବାର ହାଇଦ୍ରାବାଦ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟତମ ମ୍ୟାଚରେ ଘରୋଇ ଦଳକୁ 2-1ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଲଗାତର 4ର୍ଥ ବିଜୟ ହାସଲ କରିଛି ଓଡିଶା ।

isl-odisha-defet-hyderabad-over-2-1-to-win-fourth-consecutive-match
ହାଇଦ୍ରବାଦ ଉପରେ ଓଡିଶାର ବିଜୟ
author img

By

Published : Jan 15, 2020, 11:08 PM IST

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରୁଛି ନବାଗତ ଓଡିଶା FC । ବୁଧବାର ସ୍ଥାନିୟ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟତମ ମ୍ୟାଚରେ ଘରୋଇ ଦଳକୁ 2-1ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଲଗାତର 4ର୍ଥ ବିଜୟ ହାସଲ କରିଛି ଓଡିଶା ।

ତେବେ ଏହି ବିଜୟ ସହ ଓଡିଶା ପାଇଁ ପ୍ଲେ ଅଫ ରାସ୍ତା ସଫା ହୋଇସାରିଛି । 13 ମ୍ୟାଚରୁ 21 ପଏଣ୍ଟ ସହ ତାଲିକରା 4ର୍ଥ ସ୍ଥାନରେ ରହିଛି ଓଡିଶା ଦଳ । 5ମ ସ୍ଥାନରେ ଥିବା ମୁମ୍ବାଇଠାରୁ 5 ପଏଣ୍ଟ ଦୂରରେ ରହିଛି ଦଳ । ଫଳରେ ବାକି ମ୍ୟାଚରେ ବିଜୟ ପାଇଲେ ଓଡିଶାକୁ ପ୍ଲେ-ଅଫ ଖେଳିବାରୁ ଆଉ କେହି ରୋକି ପାରିବେ ନାହିଁ ।

ତେବେ ଏହି ରୋମାଞ୍ଚପୂର୍ଣ୍ଣ ମ୍ୟାଚର ପ୍ରଥମ ମିନିଟରେ ଆଟାକ୍‌ କରି ଗୋଲ ଦେଇଥିଲା ଘରୋଇ ଦଳ । ଦଳ ପକ୍ଷରୁ ଗୋଲ ଦେଇଥିଲେ ମାଲସେଲିନୋ । କିନ୍ତୁ ସେହି ଗୋଲ ପରେ ଘରୋଇ ଦଳ ଆଉ କୌଣସି ଗୋଲ ଦେଇ ପାରିନଥିଲା । ଅନ୍ୟପଟେ ଓଡିଶା ଦଳ ପକ୍ଷରୁ ଆଡ୍ରିନ ସନ୍ତାନା 15 ଓ 45 ମିନିଟରେ ଦୁଇଟି ଗୋଲ ଦେଇ ଓଡିଶାକୁ ବିଜୟ ଦେଲେ ।

Intro:રાજકોટમાં બીજો વન-ડે બન્ને ટીમના ખેલાડીઓ રાજકોટમાં પહોંચ્યા

રાજકોટ: ભારત- ઓસ્ટ્રેલિયા વચ્ચેનો બીજો વનડે રાજકોટના ખંડેરી સ્ટેડિયમ ખાતે યોજાનાર છે. ત્યારે બન્ને ટીમના ખેલાડીઓ આજે રાજકોટ ખાતે આવી પહોચ્યા છે. ભારતીય ટિમ રાજકિતના કાલાવડ રોડ પર આવેલ હોટેલ સયાજી જ્યારે ઓસ્ટ્રેલિયા ટીમને યાજ્ઞિક રોડ પર આવેલ હોટેલ ઇમપિરિયલ ખાતે રોકાણ માટેની વ્યવસ્થા કરવામાં આવી છે. ત્યારે ઇન્ડિયન ટીમના ખેલાડીઓ હોટેલ ખાતે પહોંચતા તેમનું ભવ્ય સ્વાગત જરવામાં આવ્યું હતું. જ્યારે પોતાના મનપસંદ ખેલાડીઓને જોવા માટે મોટી સંખ્યામાં લોકો હોટેલ બહાર આવી પહોંચ્યા હતા.

વોક થ્રુ

હિન્દી અને ગુજરાતી બન્નેમાં છે.

સ્ટોરી નેશનલ માટે આપવા વિનંતી....

Body:રાજકોટમાં બીજો વન-ડે બન્ને ટીમના ખેલાડીઓ રાજકોટમાં પહોંચ્યા

Conclusion:રાજકોટમાં બીજો વન-ડે બન્ને ટીમના ખેલાડીઓ રાજકોટમાં પહોંચ્યા
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.