ETV Bharat / sports

ଆଇପିଏଲ ଖେଳିଲେ ଟେଷ୍ଟ ସିରିଜରେ କୌଣସି ପ୍ରଭାବ ପଡିବ ନାହିଁ: ପୂଜାରା

ଆଇପିଏଲ ଖେଳିବା ଦ୍ବାରା ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଚେତେଶ୍ବର ପୂଜାରା ।

ଆଇପିଏଲ ଖେଳିଲେ ଟେଷ୍ଟ ସିରିଜରେ କୌଣସି ପ୍ରଭାବ ପଡିବ ନାହିଁ: ପୂଜାରା
ଆଇପିଏଲ ଖେଳିଲେ ଟେଷ୍ଟ ସିରିଜରେ କୌଣସି ପ୍ରଭାବ ପଡିବ ନାହିଁ: ପୂଜାରା
author img

By

Published : Feb 21, 2021, 2:41 PM IST

ଅହମଦାବାଦ: ଆଇପିଏଲ ଖେଳିବା ଦ୍ବାରା ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଚେତେଶ୍ବର ପୂଜାରା । ଚେନ୍ନାଇ ସୁପର କିଙ୍ଗ୍ସ 50ଲକ୍ଷରେ ପୂଜାରାଙ୍କୁ କିଣିଛି । 2014 ପରେ ଚଳିତ ଆଇପିଏଲରେ ନଡର ଆସିବେ ପୂଜାରା ।

ତେବେ ପୂଜାରା ମିଡିଆକୁ କହିଛନ୍ତି ଯେ, ଆଇପିଏଲକୁ ପୁଣି ଫେରି ବେଶ୍‌ ଖୁସି ଅଛି । ଆଇପିଏଲ ସରିବା ପରେ ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିବାକୁ ପର୍ଯ୍ୟାପ୍ତ ସମୟ ମିଳିବ । ଅଗଷ୍ଟରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ କିଛିଟା ଅଭ୍ୟାସ ମ୍ୟାଚ ଅଛି । ମୁଁ ସବୁବେଳେ ସୀମିତ ଓଭରରେ ଖେଳିବାକୁ ଚାହୁଁଥିଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.