ETV Bharat / sports

ଆଇପିଏଲ ଅଧିନାୟକ ତାଲିକା; ଟୁର୍ଣ୍ଣାମେଣ୍ଟର ସଫଳତମ ଅଧିନାୟକ ଏମ୍‌ ଏସ୍‌ ଧୋନି

author img

By

Published : Sep 16, 2020, 7:00 AM IST

Updated : Sep 16, 2020, 11:02 AM IST

ଏଯାବତ୍‌ 12ଟି ସଂସ୍କରଣରେ ମୋଟ 12 ଦଳରେ ରହିଛନ୍ତି ଅନେକ ଅଧିନାୟକ । ଯାହାଙ୍କ ନାମ ଏବଂ ତାଲିକା ଆପଣ ସମ୍ଭବତଃ ଭୁଲି ସାରିଥିବେ । ଆଇପିଏଲକ ଏମିତି କିଛି ଜଣା ଅଜଣା ତଥ୍ୟକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା 'ଆଇପିଏଲ କିଛି ଜଣା କିଛି ଅଜଣା' ।

ଆଇପିଏଲ ଅଧିନାୟକ ତାଲିକା; ଟୁର୍ଣ୍ଣାମେଣ୍ଟର ସଫଳତମ ଅଧିନାୟକ ଏମ୍‌ ଏସ୍‌ ଧୋନି
ଆଇପିଏଲ ଅଧିନାୟକ ତାଲିକା; ଟୁର୍ଣ୍ଣାମେଣ୍ଟର ସଫଳତମ ଅଧିନାୟକ ଏମ୍‌ ଏସ୍‌ ଧୋନି

ହାଇଦ୍ରାବାଦ:ବିଶ୍ବର ସବୁଠାରୁ ଲୋକପ୍ରିୟ ଟି-20 କ୍ରିକେଟ ଲିଗ ହେଉଛି ଆଇପିଏଲ । 2ମାସ ଧରି ଚାଲୁଥିବା ଏହି କ୍ରିକେଟ କାର୍ନିଭାଲ ଦିନକୁ ଦିନ ତା'ର ଲୋକପ୍ରିୟତା ବଢାଇବାରେ ଲାଗିଛି । ପ୍ରଥମ କରି 2008ରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଲିଗ । ତେବେ ବର୍ତ୍ତମାନ ସୁଦ୍ଧା 12ଟି ସିଜନର ସଫଳ ଆୟୋଜନ କରିଥିବା ବିସିସିଆଇ ଚଳିତବର୍ଷ ମହାମାରୀ କୋରୋନା କାରଣରୁ ବିଦେଶ ମାଟିରେ 13ତମ ସଂସ୍କରଣ ଆୟୋଜନ କରିବ । ତେବେ ଏଯାବତ୍‌ 12ଟି ସଂସ୍କରଣରେ ମୋଟ 12 ଦଳରେ ରହିଛନ୍ତି ଅନେକ ଅଧିନାୟକ । ଯାହାଙ୍କ ନାମ ଏବଂ ତାଲିକା ଆପଣ ସମ୍ଭବତଃ ଭୁଲି ସାରିଥିବେ । ଆଇପିଏଲର ଏମିତି କିଛି ଜଣା ଅଜଣା ତଥ୍ୟକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା 'ଆଇପିଏଲ କିଛି ଜଣା କିଛି ଅଜଣା'

ଆଇପିଏଲ ଅଧିନାୟକ ତାଲିକା; ଟୁର୍ଣ୍ଣାମେଣ୍ଟର ସଫଳତମ ଅଧିନାୟକ ଏମ୍‌ ଏସ୍‌ ଧୋନି

ଲିଗର ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦଳରେ ଏକ ଅଧିନାୟକ ରହିଥିବା ଖେଳାଳି ହେଉଛନ୍ତି ମହେନ୍ଦ୍ର ସିଂଧୋନି । ସିଏସକେ ଅଧିନାୟକ ଲିଗର ସବୁଠାରୁ ସଫଳତମ ଅଧିନାୟକ ରହିଛନ୍ତି । ଯିଏ ଦଳକୁ 3ଟି ଆଇପିଏଲ ଟ୍ରଫି ଓ 4ଟି ରନର୍ସ ଅଫ ଟ୍ରଫି ପ୍ରଦାନ କରିଛନ୍ତି । ଆଇପିଏଲ ଇତିହାସରେ ସର୍ବାଧିକ ଟ୍ରଫି ଜିତିଥିବା ଅଧିନାୟକ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା । ଯିଏ 4ଟି ଆଇପିଏଲ ଟ୍ରଫି ଜିତିବା ସହିତ ଡିଫେଣ୍ଡିଂ ଚମ୍ପିଆନ ରହିଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ଲିଗର ସମ୍ପୂର୍ଣ୍ଣ ଅଧିନାୟକ ତାଲିକା ଉପରେ...

ଦଳ ଅଧିନାୟକ ସିଜିନ ମ୍ୟାଚବିଜୟ ପରାଜୟ

ଚେନ୍ନାଇ ସୁପର କିଙ୍ଗ୍ସ

ରାଇଜିଂ ପୁଣେ ସୁପର ଜିଏଣ୍ଟସ୍

ମହେନ୍ଦ୍ର ସିଂ ଧୋନି2008ରୁ 2019174 10469
ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା2013ରୁ 20191046042

କୋଲକାତା ନାଇଟ୍ ରାଇଡର୍ସ

ଦିଲ୍ଲୀ ଡେୟାରଡେଭିଲ୍ସ

ଗୌତମ ଗମ୍ଭୀର2009ରୁ 2017 1297157
କିଙ୍ଗସ ଏକାଦଶ ପଞ୍ଜାବମୁରଲୀ ବିଜୟ2016835

କିଙ୍ଗସ ଏକାଦଶ ପଞ୍ଜାବ

ଡେକାନ୍ ଚାଜର୍ସ

ଆଡାମ ଗିଲକ୍ରିଷ୍ଟ2008ରୁ 2013743539
ରାଜସ୍ଥାନ ରୟାଲ୍ସ ସେନ ୱାର୍ନ 2008ରୁ 20115530 24
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରବିରାଟ କୋହଲି 2011ରୁ 201911049 55

ଦିଲ୍ଲୀ ଡେୟାରଡେଭିଲ୍ସ

କିଙ୍ଗସ ଏକାଦଶ ପଞ୍ଜାବ

ବିରେନ୍ଦ୍ର ସେହୱାଗ2008ରୁ 20155328 25
ମୁମ୍ବାଇ ଇଣ୍ଡିଆନ୍ସସଚିନ ତେନ୍ଦୁଲକର2008ରୁ 2011513021

ରାଜସ୍ଥାନ ରୟାଲ୍ସ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରାହୁଲ ଦ୍ରାବିଡ 2008 2013482226

ସନରାଇଜର୍ସ ହାଇଦ୍ରାବାଦ

ଡେକାନ୍ ଚାଜର୍ସ

କିଙ୍ଗସ ଏକାଦଶ ପଞ୍ଜାବ

କୁମାର ସାଙ୍ଗାକାରା2010ରୁ 2013471530

ପୁଣେ ୱାରିୟର୍ସ ଇଣ୍ଡିଆ

କିଙ୍ଗସ ଏକାଦଶ ପଞ୍ଜାବ

ଯୁବରାଜ ସିଂ2008ରୁ 20114321 21

ପୁଣେ ୱାରିୟର୍ସ ଇଣ୍ଡିଆ

କୋଲକାତା ନାଇଟ୍ ରାଇଡର୍ସ

ସୌରଭ ଗାଙ୍ଗୁଲି 2008ରୁ 2012421725
କିଙ୍ଗସ୍ ଏକାଦଶ ପଞ୍ଜାବଜର୍ଜ ବେଲି 2014ରୁ 20153616 19

ଦିଲ୍ଲୀ ଡେୟାରଡେଭିଲ୍ସ

କୋଚି ଟସ୍କର୍ କେରଳ

କିଙ୍ଗସ ଏକାଦଶ ପଞ୍ଜାବ

ମହିଳା ଜୟବର୍ଦ୍ଧନ

2010ରୁ 20133010 19
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଅନିଲ କୁମ୍ବଲେ 2009ରୁ 20102615 11
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଡାନିଏଲ୍ ଭିକ୍ଟୋରୀ 2011ରୁ 201222 12 10
ମୁମ୍ବାଇ ଇଣ୍ଡିଆନ୍ସହରଭଜନ ସିଂ2008ରୁ 2012201010

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଦିଲ୍ଲୀ ଡେୟାରଡେଭିଲ୍ସ

କେଭିନ ପିଟରସେନ2009ରୁ 201417314

ଦିଲ୍ଲୀ ଡେୟାରଡେଭିଲ୍ସ

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ ୱାର୍ନର 2014ରୁ 2017 4725 22
ଦିଲ୍ଲୀ ଡେୟାରଡେଭିଲ୍ସଜେପି ଡୁମିନି2015ରୁ 20171669

କୋଲକାତା ନାଇଟ୍ ରାଇଡର୍ସ

ଗୁଜୁରାଟ ଲାଇଅନ୍ସ

ବ୍ରେଣ୍ଡନ୍ ମ୍ୟାକକୁଲମ୍2009ରୁ 201614310

ପୁଣେ ୱାରିୟର୍ସ ଇଣ୍ଡିଆ

ରାଜସ୍ଥାନ ରୟାଲ୍ସ

ରାଇଜିଂ ପୁଣେ ସୁପରଜିଆଣ୍ଟ

ଷ୍ଟିଭ୍ ସ୍ମିଥ୍ 2012ରୁ 201925178
କିଙ୍ଗସ ଏକାଦଶ ପଞ୍ଜାବଡେଭିଡ ହସି2012ରୁ 20131266
ସନରାଇଜର୍ସ ହାଇଦ୍ରାବାଦଶିଖର ଧାୱନ 2014 1046
ପୁଣେ ୱାରିୟର୍ସ ଇଣ୍ଡିଆଆରୋନ ଫିଞ୍ଚ 2013 1028

କୋଲକାତା ନାଇଟ୍ ରାଇଡର୍ସ

ଦିଲ୍ଲୀ ଡେୟାରଡେଭିଲ୍ସ

ଦୀନେଶ କାର୍ତ୍ତିକ2010ରୁ 2019221111
ଡେକାନ୍ ଚାର୍ଜର୍ସV. V. S. ଲକ୍ଷ୍ମଣ 2008615
ଶାନ୍ ପୋଲକ୍ଶାନ୍ ପୋଲକ୍2008431
ମୁମ୍ବାଇ ଇଣ୍ଡିଆନ୍ସରିକି ପଣ୍ଟିଂ2013633
ପୁଣେ ୱାରିୟର୍ସ ଇଣ୍ଡିଆ ଆଞ୍ଜେଲୋ ମାଥ୍ୟୁସ୍ 2013 514
ସନରାଇଜର୍ସ ହାଇଦ୍ରାବାଦଡାରେନ୍ ସାମି 2014 422
ଦିଲ୍ଲୀ ଡେୟାରଡେଭିଲ୍ସଜେମ୍ସ ହୋପ୍ସ2011302
କିଙ୍ଗସ୍ ଏକାଦଶ ପଞ୍ଜାବ ଗ୍ଲେନ୍ ମ୍ୟାକ୍ସୱେଲ20171477

ଚେନ୍ନାଇ ସୁପର କିଙ୍ଗ୍ସ

ଗୁଜୁରାଟ ଲାଇଅନ୍ସ

ସୁରେଶ ରାଇନା ଇଣ୍ଡିଆ2010ରୁ 2017321616
ମୁମ୍ବାଇ ଇଣ୍ଡିଆନ୍ସଡୱେନ ବ୍ରାଭୋ 2010 101
କୋଚି ଟସ୍କର୍ କେରଳପାର୍ଥିବ ପଟେଲ2011101

ରାଇଜିଂ ପୁଣେ ସୁପରଜିଆଣ୍ଟସ୍

ରାଜସ୍ଥାନ ରୟାଲ୍ସ

ଅଜିଙ୍କ୍ୟ ରାହାନେ2017ରୁ 20181679
ସନରାଇଜର୍ସ ହାଇଦ୍ରାବାଦକେନ୍ ୱିଲିୟମ୍ସନ୍ 2018261411
ରବିଚନ୍ଦ୍ରନ୍ ଅଶ୍ୱିନ୍ରବିଚନ୍ଦ୍ରନ୍ ଅଶ୍ୱିନ୍2018ରୁ 2019281216
କିଙ୍ଗସ୍ ଏକାଦଶ ପଞ୍ଜାବଶ୍ରେୟସ୍ ଆୟର2018ରୁ 2019241310

Last Updated : Sep 16, 2020, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.