ETV Bharat / sports

ଆଇପିଏଲ 2021ର ସଂପୂର୍ଣ୍ଣ ମ୍ୟାଚ ସୂଚୀ

author img

By

Published : Mar 7, 2021, 8:34 PM IST

ମୋଟ 56ଟି ଲିଗ୍‌ ମ୍ୟାଚ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ 10ଟି ଲେଖାଏଁ ମ୍ୟାଚ ଖେଳାଯିବ । ଅନ୍ୟପଟେ ଦିଲ୍ଲୀ ଓ ଅହମ୍ମଦାବାଦରେ 8ଟି ଲେଖାଏଁ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

IPL 2021 | Schedule, venue, date, timings: All you need to know
ଆଇପିଏଲ 2021ର ସଂପୂର୍ଣ୍ଣ ମ୍ୟାଚ ସୂଚୀ

ହାଇଦ୍ରାବାଦ: ଏପ୍ରିଲ 9ରୁ ଆରମ୍ଭ ହେବ 2021ଇଣ୍ଡିଆନ ପ୍ରିମିୟର ଲିଗ । ରବିବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ 14ତମ ସଂସ୍କରଣର ସୂଚୀ ଘୋଷଣା କରିଛି । ଦେଶର 6ଟି ସହର-ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସବୁ ଖେଳାଯିବ । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଉଦ୍‌ଘାଟନୀ ମ୍ୟାଚ ଚେନ୍ନାଇରେ ଖେଳାଯିବ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ।

ଆଇପିଏଲ 2021ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ମଇ 30ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ ପର୍ଯ୍ୟାୟ ମଧ୍ୟ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

  • ଏପ୍ରିଲ 9, 2021, ଶୁକ୍ରବାର, ସନ୍ଧ୍ୟା 07:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଚେନ୍ନାଇ)
  • ଏପ୍ରିଲ 10, 2021, ଶନିବାର ସନ୍ଧ୍ୟା 07:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ମୁମ୍ବାଇ)
  • ଏପ୍ରିଲ 11, 2021, ରବିବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡର୍ସ (ଚେନ୍ନାଇ)
  • ଏପ୍ରିଲ 12, ସୋମବାର, ସନ୍ଧ୍ୟା 07:30: ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ (ମୁମ୍ବାଇ)
  • ଏପ୍ରିଲ 13, ମଙ୍ଗଳବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଚେନ୍ନାଇ)
  • ଏପ୍ରିଲ 14, 2021, ବୁଧବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର(ଚେନ୍ନାଇ)
  • ଏପ୍ରିଲ 15, 2021, ଗୁରୁବାର, ସନ୍ଧ୍ୟା 07:30 : ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ମୁମ୍ବାଇ)
  • ଏପ୍ରିଲ 16, 2021, ଶୁକ୍ରାବାର, ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ମୁମ୍ବାଇ)
  • ଏପ୍ରିଲ 17, 2021, ଶନିବାର ସନ୍ଧ୍ୟା 07:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ (ଚେନ୍ନାଇ)
  • ଏପ୍ରିଲ 18, 2021, ରବିବାର ଅପରାହ୍ନ 3.30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର୍ସ (ମୁମ୍ବାଇ)
  • ଏପ୍ରିଲ 18, 2021 ରବିବାର, ସନ୍ଧ୍ୟା 07:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ (ମୁମ୍ବାଇ)
  • ଏପ୍ରିଲ 19, 2021, ସୋମବାର ସନ୍ଧ୍ୟା 07:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ (ମୁମ୍ବାଇ)
  • ଏପ୍ରିଲ 20, 2021, ମଙ୍ଗଳବାର ସନ୍ଧ୍ୟା 07:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଚେନ୍ନାଇ)
  • ଏପ୍ରିଲ 21, 2021, ବୁଧବାର ଅପରାହ୍ନ 03:30: ପଞ୍ଜାବ କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ (ଚେନ୍ନାଇ)
  • ଏପ୍ରିଲ 21, 2021, ବୁଧବାର ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ମୁମ୍ବାଇ)
  • ଏପ୍ରିଲ 22, 2021, ଗୁରୁବାର ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ (ମୁମ୍ବାଇ)
  • ଏପ୍ରିଲ 23, 2021, ଶୁକ୍ରବାର ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଚେନ୍ନାଇ)
  • ଏପ୍ରିଲ 24, 2021, ଶନିବାର ସନ୍ଧ୍ୟା 07:30: ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ମୁମ୍ବାଇ)
  • ଏପ୍ରିଲ 25, 2021, ରବିବାର ଅପରାହ୍ନ 03:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ମୁମ୍ବାଇ)
  • ଏପ୍ରିଲ 25, 2021, ରବିବାର ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ମୁମ୍ବାଇ)
  • ଏପ୍ରିଲ 26, 2021, ସୋମବାର ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗସ ବନାମ କୋଲକାତା ନାଇଟ ରାଇଡର୍ସ (ଅହମ୍ମଦାବାଦ)
  • ଏପ୍ରିଲ 27, 2021, ମଙ୍ଗଳବାର ସନ୍ଧ୍ୟା 07:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଅହମ୍ମଦାବାଦ)
  • ଏପ୍ରିଲ 28, 2021, ବୁଧବାର ସନ୍ଧ୍ୟା 07:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ (ଦିଲ୍ଲୀ)
  • ଏପ୍ରିଲ 29, 2021, ଗୁରୁବାର ଅପରାହ୍ନ 03:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ (ଦିଲ୍ଲୀ)
  • ଏପ୍ରିଲ 29, 2021, ଗୁରୁବାର ଅପରାହ୍ନ 03:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ଅହମ୍ମଦାବାଦ)
  • ଏପ୍ରିଲ 30, 2021, ଶୁକ୍ରବାର ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଅହମ୍ମଦାବାଦ)
  • ମଇ 1, 2021 ଶନିବାର, ସନ୍ଧ୍ୟା 07:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ଦିଲ୍ଲୀ)
  • ମଇ 2, 2021 ରବିବାର, ଅପରାହ୍ନ 03:30: ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ (ଦିଲ୍ଲୀ)
  • ମଇ 2, 2021 ରବିବାର, ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ଅହମ୍ମଦାବାଦ)
  • ମଇ 3, 2021 ସୋମବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଅହମ୍ମଦାବାଦ)
  • ମଇ 4, 2021 ମଙ୍ଗଳବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଦିଲ୍ଲୀ)
  • ମଇ 5, 2021 ବୁଧବାର, ସନ୍ଧ୍ୟା 07:30: ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ଦିଲ୍ଲୀ)
  • ମଇ 6, 2021 ଗୁରୁବାର, ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ (ଅହମ୍ମଦାବାଦ)
  • ମଇ 7, 2021 ଶୁକ୍ରବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ (ଦିଲ୍ଲୀ)
  • ମଇ 8, 2021 ଶନିବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (ଅହମ୍ମଦାବାଦ)
  • ମଇ 9, 2021 ରବିବାର, ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ (କୋଲକାତା)
  • ମଇ 10, 2021 ସୋମବାର, ସନ୍ଧ୍ୟା 07:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ବେଙ୍ଗାଲୁରୁ)
  • ମଇ 11, 2021 ମଙ୍ଗଳବାର, ସନ୍ଧ୍ୟା 07:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ(କୋଲକାତା)
  • ମଇ 12, 2021 ବୁଧବାର, ସନ୍ଧ୍ୟା 07:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ବେଙ୍ଗାଲୁରୁ)
  • ମଇ 13, 2021 ଗୁରୁବାର, ଅପରାହ୍ନ 03:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ(ବାଙ୍ଗାଲୋର)
  • ମଇ 13, 2021 ଗୁରୁବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ(କୋଲକାତା)
  • ମଇ 14, 2021 ଶୁକ୍ରବାର, ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍ସ(କୋଲକାତା)
  • ମଇ 15, 2021 ଶନିବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ପଞ୍ଜାବ କିଙ୍ଗ୍ସ (ବେଙ୍ଗାଲୁରୁ)
  • ମଇ 16, 2021 ରବିବାର, ଅପରାହ୍ନ 03:30: ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(କୋଲକାତା)
  • ମଇ 16, 2021 ରବିବାର, ସନ୍ଧ୍ୟା 07:30: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ବେଙ୍ଗାଲୁରୁ)
  • ମଇ 17, 2021 ସୋମବାର, ସନ୍ଧ୍ୟା 07:30: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(କୋଲକାତା)
  • ମଇ 18, 2021 ମଙ୍ଗଳବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସ(ବାଙ୍ଗାଲୁରୁ)
  • ମଇ 19, 2021 ବୁଧବାର, ସନ୍ଧ୍ୟା 07:30: ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ(ବେଙ୍ଗାଲୁରୁ)
  • ମଇ 20, 2021 ଗୁରୁବାର, ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁ୍ମ୍ବାଇ ଇଣ୍ଡିଆନ୍ସ (କୋଲକାତା)
  • ମଇ 21, 2021 ଶୁକ୍ରବାର, ସନ୍ଧ୍ୟା 07:30: କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ (ବେଙ୍ଗାଲୁରୁ)
  • ମଇ 22, 2021 ଶନିବାର, ସନ୍ଧ୍ୟା 07:30: ପଞ୍ଜାବ କିଙ୍ଗ୍‌ସ ବନାମ ରାଜସ୍ଥାନ ରୟାଲ୍ସ (ବେଙ୍ଗାଲୁରୁ)
  • ମଇ 23, 2021 ରବିବାର, ଅପରାହ୍ନ 03:30: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ (କୋଲକାତା)
  • ମଇ 23, 2021 ରବିବାର, ସନ୍ଧ୍ୟା 07:30: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ(କୋଲକାତା)
  • ମଇ 25, 2021 ମଙ୍ଗଳବାର, ସନ୍ଧ୍ୟା 07:30: କ୍ବାଲିଫାୟର 1(ଅହମ୍ମଦାବାଦ)
  • ମଇ 26, 2021 ବୁଧବାର, ସନ୍ଧ୍ୟା 07:30: ଏଲିମିନେଟର (ଅହମ୍ମଦାବାଦ)
  • ମଇ 28, 2021 ବୁଧବାର, ସନ୍ଧ୍ୟା 07:30: କ୍ବାଲିଫାୟର 2 (ଅହମ୍ମଦାବାଦ)
  • ମଇ 30, ରବିବାର, ସନ୍ଧ୍ୟା 07:30: ଫାଇନାଲ (ଅହମ୍ମଦାବାଦ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.