ନୂଆଦିଲ୍ଲୀ: ଆଇପିଏଲର ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ ଆଇପିଏଲ ନିଲାମ ପୂର୍ବରୁ ଦଳର ନାଁ ବଦାଇବା ସହ ନୂଆ ଲୋଗୋ ଉନ୍ମୋଚନ କରିଛି ।
-
Nave andaaz hor wakhre josh de naal 🎺
— Punjab Kings (@PunjabKingsIPL) February 17, 2021 " class="align-text-top noRightClick twitterSection" data="
swagat karo #PunjabKings da 💥👑🤩#SaddaPunjab pic.twitter.com/IVvmsx56Qb
">Nave andaaz hor wakhre josh de naal 🎺
— Punjab Kings (@PunjabKingsIPL) February 17, 2021
swagat karo #PunjabKings da 💥👑🤩#SaddaPunjab pic.twitter.com/IVvmsx56QbNave andaaz hor wakhre josh de naal 🎺
— Punjab Kings (@PunjabKingsIPL) February 17, 2021
swagat karo #PunjabKings da 💥👑🤩#SaddaPunjab pic.twitter.com/IVvmsx56Qb
ବୁଧବାର ଦିନ ଟିମର ନୂଆ ଲୋଗୋ ଉନ୍ମୋଚନ କରିଛି । ଟିମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତିଶ ମେନନ କହିଛନ୍ତି ଯେ, ପଞ୍ଜାବ କିଙ୍ଗ୍ସ ଏକ ବିକଶିତ ବ୍ରାଣ୍ଡ ନାଁ । ମୁଖ୍ୟ ବ୍ରାଣ୍ଡ ଉପରେ ଧ୍ୟାନ ଦେବାର ସଠିକ୍ ସମୟ ଆସିଛି ଯାଇଛି ।
ମୋହିତ ବର୍ମନ, ନେସ ଓ୍ବାଡିୟା, ପ୍ରୀତି ଜିଣ୍ଟା ଓ କରଣ ପଲଙ୍କ ଏହି ଦଳ ଏଯାବତ୍ ଆଇପିଏଲର ଟାଇଟଲ ଜିଣି ପାରି ନାହାଁନ୍ତି ।