ETV Bharat / sports

IPL 2021 ନିଲାମି ଲାଇଭ ଅପଡେଟ୍‌

ଆଇପିଏଲ 2021 ନିଲାମୀ ଲାଇଭ ଅପଡେଟ୍‌
ଆଇପିଏଲ 2021 ନିଲାମୀ ଲାଆଇପିଏଲ 2021 ନିଲାମୀ ଲାଇଭ ଅପଡେଟ୍‌ଇଭ ଅପଡେଟ୍‌
author img

By

Published : Feb 18, 2021, 2:55 PM IST

Updated : Feb 18, 2021, 9:18 PM IST

21:08 February 18

ଶେଷ ହେଲା ଆଇପିଏଲ ନିଲାମି

ଶେଷ ହେଲା ଆଇପିଏଲ ନିଲାମି ।  57ଖେଳାଳିଙ୍କ ଉପରେ ଖର୍ଚ୍ଚ ହେଲା 143 କୋଟି 30ଲକ୍ଷ । 

20:34 February 18

20 ଲକ୍ଷରେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ

20ଲକ୍ଷରେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ । ବେସ୍‌ ପ୍ରାଇସ 20ଲକ୍ଷ ଥିଲା । ପଓ୍ବନ ନେଗୀଙ୍କୁ 50ଲକ୍ଷରେ କିଣିଲା କେକେଆର । ଭେଙ୍କଟେଶ  ଆୟରଙ୍କୁ 20ଲକ୍ଷରେ କିଣିଲା କେକେଆର ।   

20:34 February 18

 ହନୁମା ବିହାରୀ ଅନସୋଲ୍ଡ । 

20:07 February 18

ସାମ ବିଲିଙ୍ଗସ୍ଙ୍କୁ 2କୋଟିରେ କିଣିଲା ଦିଲ୍ଲୀ । ସି ହରି ନିଶାନ୍ତଙ୍କୁ 20ଲକ୍ଷରେ କିଣିଲା ଚେନ୍ନାଇ । ମୁଜିବ ଉର ରହମାନଙ୍କୁ 1.50କୋଟିରେ କିଣିଲା ହାଇଦ୍ରାବାଦ । କରୁଣ ନାୟାରଙ୍କୁ 50ଲକ୍ଷରେ କିଣିଲା କେକେଆର । ବେନ୍‌ କଟିଙ୍ଗଙ୍କୁ 75ଲକ୍ଷରେ  କିଣିଲା କେକେଆର ।  

19:58 February 18

ହରଭଜନ ସିଂଙ୍କୁ 2କୋଟିରେ କିଣିଲା କେକେଆର

କେଦାର ଯାଦବଙ୍କୁ 2କୋଟିରେ କିଣିଲା ହାଇଦ୍ରାବାଦ ।  ହରଭଜନ ସିଂଙ୍କୁ 2କୋଟିରେ କିଣିଲା କେକେଆର । 

19:57 February 18

ଜେମ୍ସ ନିଶାମଙ୍କୁ 50ଲକ୍ଷରେ କିଣିଲା ମୁମ୍ବାଇ । ୟୁଧିବୀର ଚରକଙ୍କୁ 20ଲକ୍ଷରେ କିଣିଲା ମୁମ୍ବାଇ । ମାର୍କୋ ଜାନସେନ୍ଙ୍କୁ 20ଲକ୍ଷରେ କିଣିଲା ମୁମ୍ବାଇ । ସୌରଭ କୁମାରଙ୍କୁ 20ଲକ୍ଷରେ କିଣିଲା ପଞ୍ଜାବ । କେ ଭାଗବତ ବର୍ମାଙ୍କୁ 20ଲକ୍ଷରେ କିଣିଲା ଚେନ୍ନାଇ । 

19:50 February 18

ଜର୍ଜ ଲିଣ୍ଡେ,କ୍ରିସ୍ ଗ୍ରୀନ୍,ସ୍କଟ୍ କୁଗ୍ଲେଜିନ୍, ଜୋସ୍ ଇଂଲିସ୍, ବେନ୍ ମ୍ୟାକଡର୍ମଟ୍, ମାଥ୍ୟୁ ୱେଡ୍, ସିଦ୍ଧେଶ ଲଡ, ପ୍ରେରକ ଅନସୋଲ୍ଡ । 

19:50 February 18

କୁଲଦୀପ ଯାଦବଙ୍କୁ କିଣିଲା ରାଜସ୍ଥାନ

କୁଲଦୀପ ଯାଦବଙ୍କୁ ରାଜସ୍ଥାନ 20ଲକ୍ଷରେ କିଣିଛି  । 

19:40 February 18

ଡାନିଏଲ୍ ଖ୍ରୀଷ୍ଟିଆନଙ୍କୁ ଆରସିବି 4.8 କୋଟି ଟଙ୍କାରେ କିଣିଛି

ଫାବିଆନ୍ ଆଲେନଙ୍କୁ 75 ଲକ୍ଷରେ କିଣିଲା ପଞ୍ଜାବ । ଡାନିଏଲ୍ ଖ୍ରୀଷ୍ଟିଆନଙ୍କୁ ଆରସିବି 4.8 କୋଟି ଟଙ୍କାରେ କିଣିଛି । ଲିଆମ୍ ଲିଭିଙ୍ଗଷ୍ଟୋନ୍ଙ୍କୁ ରାଜସ୍ଥାନ 75ଲକ୍ଷରେ କିଣିଲା । ଏମ ହରିଶଙ୍କର ରେଡୀଙ୍କୁ 20ଲକ୍ଷରେ ଚେନ୍ନାଇ କିଣିଲା ।

19:40 February 18

କରଣ ଶର୍ମା, କେଏଲ ଶ୍ରୀଜିତ୍‌, ବେନ ଦ୍ବାରାହୁସି, ଜି ପେରିୟାସାମି ଅନସୋଲ୍ଡ । 

19:28 February 18

ବ୍ରେକ ପରେ ପୁଣି ଆରମ୍ଭ ହେଲା ନିଲାମି ପ୍ରକ୍ରିୟା, ଜଲାଜ ସକ୍ସେନାଙ୍କୁ 30ଲକ୍ଷରେ କିଣିଲା ପଞ୍ଜାବ

45ମିନିଟ୍‌ର ବ୍ରେକ ପରେ ପୁଣି ଆରମ୍ଭ ହେଲା ନିଲାମି ପ୍ରକ୍ରିୟା ।  ଜଲାଜ ସକ୍ସେନାଙ୍କୁ 30 ଲକ୍ଷରେ କିଣିଲା  ପଞ୍ଜାବ । ଉତ୍କର୍ଷ ସିଂଙ୍କୁ 20ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗ୍ସ । ବୈଭବ ଅରୋରାଙ୍କୁ କେକେଆର 20ଲକ୍ଷରେ କିଣିଛି । 

18:24 February 18

ଟମ୍ କରନଙ୍କୁ 5.25 କୋଟିରେ କିଣିଲା ଦିଲ୍ଲୀ

ଟମ୍ କରନଙ୍କୁ 5.25 କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟଲ୍ସ । ମୋଇସ୍ ହେନ୍ରିକ୍ସଙ୍କୁ 4.20କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ  । 

18:24 February 18

ବେନ୍ କଟିଙ୍ଗ୍, ଜେସନ ବେହେରେଣ୍ଡର୍ଫ,ମିଚେଲ ମ୍ୟାକଲେନାଗାନ୍ ଅନସୋଲ୍ଡ

18:21 February 18

କେଲ ଜାମିସନଙ୍କୁ 15କୋଟିରେ କିଣିଲା ଆରସିବି

 ନ୍ୟୁଜଲାଣ୍ଡ ଖେଳାଳି କେଲ ଜାମିସନଙ୍କୁ 15କୋଟିରେ କିଣିଲା ଆରସିବି । 

18:08 February 18

ସିଏସ୍‌କେ ଟିମରେ ପୂଜାରା

ଚେତେଶ୍ବର ପୂଜାରାଙ୍କୁ 50 ଲକ୍ଷରେ କିଣିଲା ଚେନ୍ନାଇ । 

18:07 February 18

ଅନସୋଲ୍ଡ ଖେଳାଳି

ରୋଭମାନ ପାୱେଲ,ଶାନ୍ ମାର୍ଶ, କୋରି ଆଣ୍ଡରସନ୍, ଡିଭନ୍ କନୱେ ଏବଂ ଡାରେନ୍ ବ୍ରାଭୋ, ରସି ଭାନ୍ ଡେର୍ ଡୁସେନ୍, ମାର୍ଟିନ ଗୁପଟିଲ, ପଓ୍ବନ ନେଗି ଅନସୋଲ୍ଡ । 

17:48 February 18

ରିଲେ ମେରେଡିଥଙ୍କୁ 8 କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ

ରିଲେ ମେରେଡିଥଙ୍କୁ  8 କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ । ଏମ ସିର୍ଦ୍ଧାଥଙ୍କୁ 20ଲକ୍ଷରେ ଦିଲ୍ଲୀ କିଣିଲା । ଜେ ସୁଚିଥ୍‌ଙ୍କୁ 30ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । କେ ସି କାରିଆପ୍ପାଙ୍କୁ 20ଲକ୍ଷରେ କିଣିଲା ରାଜସ୍ଥାନ ରୟାଲ୍ସ । 

17:41 February 18

ଅନସୋଲ୍ଡ ଖେଳାଳି

ବିବେକ ସିଂ, କେଦାର ଦେଭଧର, ଆଭି ବାରୋଟ୍ ଅନସୋଲ୍ଡ ।  

17:40 February 18

ମହମ୍ମଦ ଆଜହରୁଦ୍ଦିନଙ୍କୁ 20ଲକ୍ଷରେ କିଣିଲା ଆରସିବି

ଶେଲଡନ୍ ଜ୍ୟାକ୍ସନ୍‌ଙ୍କୁ 20ଲକ୍ଷରେ କିଣିଲା କେକେଆର । ମହମ୍ମଦ ଆଜହରୁଦ୍ଦିନଙ୍କୁ 20ଲକ୍ଷରେ କିଣିଲା ଆରସିବି । ଲୁକମାନ ମେରିୱାଲାଙ୍କୁ 20ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ଚେତନ ସାକାରିଆଙ୍କୁ 1.20କୋଟିରେ ରାଜସ୍ଥାନ ରୟାଲ୍ସ । ଚେତନଙ୍କ ବେସ୍‌ ପ୍ରାଇସ 20ଲକ୍ଷ ଥିଲା । 

17:31 February 18

ସିଏସ୍‌କେରେ ଅଲରାଉଣ୍ଡର କେ ଗୌଥମ

ଅଲରାଉଣ୍ଡର କେ ଗୌଥମଙ୍କୁ 9.25କୋଟିରେ କିଣିଲି ସିଏସ୍‌କେ । 

17:24 February 18

ଆୟୁଷ, ଭେଙ୍କଟେଶ ଅନସୋଲ୍ଡ

ଆୟୁଷ ବାଡୋନି, ଭେଙ୍କଟେଶ ଆୟର ଅନସୋଲ୍ଡ । 

17:19 February 18

ପଞ୍ଜାବ କିଙ୍ଗ୍ସରେ ଶାହାରୁଖ ଖାନ

ଶାହାରୁଖ ଖାନଙ୍କୁ ପଞ୍ଜାବ କିଙ୍ଗ୍ସ 5.25 କୋଟିରେ କିଣିଲା । ବେସ୍‌ ପ୍ରାଇସ୍‌ 20ଲକ୍ଷ ଥିଲା । 

17:12 February 18

ଉମେଶ ଯାଦବ, ପୀୟୁଷ ଚାଓ୍ବଲାଙ୍କୁ କିଏ କିଣିଲା ଦେଖନ୍ତୁ..

ଉମେଶ ଯାଦବଙ୍କୁ 1କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ପିୟୁଷ ଚାଓ୍ବଲାଙ୍କୁ 2.40କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ସଚିନ ବେବିଙ୍କୁ 20ଲକ୍ଷରେ କିଣିଲା ଆରସିବି ।  ରଜତ ପାଟିଦାରଙ୍କୁ 20ଲକ୍ଷରେ କିଣିଲା ଆରସିବି । ରିପାଲ ପଟେଲଙ୍କୁ 20ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । 

17:00 February 18

ହରଭଜନ ସିଂ ଅନ୍‌ସୋଲ୍ଡ

ଶେଲଡନ୍ କୋଟ୍ରେଲ୍, ହରଭଜନ ସିଂ ଅନ୍‌ ସୋଲ୍ଡ । 

16:59 February 18

ନାଥାନଙ୍କୁ କିଣିଲା ମୁମ୍ବାଇ

ନାଥାନ୍ କୁଲଟର ନାଇଲ୍ଙ୍କୁ 5କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । 

16:58 February 18

ଜାୟ ରିଚାର୍ଡସନଙ୍କୁ 14 କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ

 ଅଷ୍ଟ୍ରେଲିଆର ଜାୟ ରିଚାର୍ଡସନଙ୍କୁ 14 କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ । 

16:50 February 18

ରାଜସ୍ଥାନ ଦଳରେ ମୁସ୍ତାଫିଜୁର ରହମାନ

ମୁସ୍ତାଫିଜୁର ରହମାନଙ୍କୁ 1 କୋଟିରେ କିଣିଲା ରାଜସ୍ଥାନ । 

16:41 February 18

ମୁମ୍ବାଇ ଇଣ୍ଡିଆନ୍ସରେ ଏଡମ ମିଲନ୍‌

ଏଡମ ମିଲନ୍‌ଙ୍କୁ 3.2କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । 50ଲକ୍ଷ ଥିଲା ବେସ୍‌ ପ୍ରାଇସ ।  

16:29 February 18

ଅନସୋଲ୍ଡ ପ୍ଲେୟାର

ଆଲେକ୍ସ କେରି, ସାମ୍ ବିଲିଙ୍ଗସ୍ ଏବଂ କୁସାଲ୍ ପେରେରା ଅନସୋଲ୍ଡ । 

16:14 February 18

ପଞ୍ଜାବ କିଙ୍ଗ୍ସ ଦଳରେ ମଲନ ।

ଡେଭିଡ ମଲନଙ୍କୁ 1.50କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ । 

16:06 February 18

ମୋରିସଙ୍କୁ କିଣିଲା ରାଜସ୍ଥାନ ରୟାଲ୍ସ

କ୍ରିସ ମୋରିସଙ୍କୁ 16.25 କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । 

15:55 February 18

ଶିଭମ ଦୁବେଙ୍କୁ କିଣିଲା ରାଜସ୍ଥାନ ରୟାଲ୍ସ

ଶିଭମ ଦୁବେଙ୍କୁ 4.4କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ବେସ୍‌ ପ୍ରାଇସ ଥିଲା 50ଲକ୍ଷ ।  

15:49 February 18

ସିଏସ୍‌କେ ଦଳରେ ମୋଇନ ଅଲ୍ଲୀ

ମୋଇନ ଅଲ୍ଲୀଙ୍କୁ ସିଏସ୍‌କେ 7କୋଟିରେ କିଣିଲା । 

15:41 February 18

ସାକିବଙ୍କୁ କିଣିଲା କେକେଆର

ସାକିବଙ୍କୁ କେକେଆର 3.2କୋଟିରେ କିଣିଲା ।  ବେସ୍‌ ପ୍ରାଇସ୍‌ 2କୋଟି ଥିଲା । 

15:37 February 18

କେଦାର ଯାଦବ ଅନ୍‌ସୋଲ୍ଡ ।

15:35 February 18

ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ କିଣିଲା ଆରସିବି

ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ 14.25 କୋଟିରେ କିଣିଲା ଆରସିବି । 

15:28 February 18

ଅନ୍‌ସୋଲ୍ଡ ଖେଳାଳି

ଇଭେନ ଲୁଇସ୍‌ , ଏରୋନ ଫିଞ୍ଚ, ହନୁମା ବିହାରୀ ଅନ୍‌ସୋଲ୍ଡ । 

15:20 February 18

ଷ୍ଟିଭ ସ୍ମିଥଙ୍କୁ 2.2 କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଷ୍ଟିଭ ସ୍ମିଥଙ୍କୁ 2.2କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ବେସ୍ ପ୍ରାଇସ୍ସ ଥିଲା 2କୋଟି । 

15:12 February 18

ନିଲାମି ପ୍ରକ୍ରିୟା ଆରମ୍ଭ

  • Jason Roy is up next and his opening bid is 2 Cr INR #IPLAuction & he goes UNSOLD

    — IndianPremierLeague (@IPL) February 18, 2021 " class="align-text-top noRightClick twitterSection" data=" ">

ଆଇପିଏଲ 2021 ନିଲାମି ପ୍ରକ୍ରିୟା ଆରମ୍ଭ । 292 ଖେଳାଳିଙ୍କ ପାଇଁ ମିନି ନିଲାମି ଆରମ୍ଭ ।  କରୁଣ ନାୟର , ଆଲେକ୍ସ ହେଲ୍‌, ଜସନ ରୟ ଅନ୍‌ସୋଲ୍ଡ । 

14:40 February 18

292 ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ

 ଚେନ୍ନାଇ: କିଛି ସମୟ ପରେ ଆରମ୍ଭ ହେବ ଚଳିତ ଆଇପିଏଲ ସିଜନ ପାଇଁ ଖେଳାଳିଙ୍କ ନିଲାମି  । 292 ଖେଳାଳିଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।  ଚେନ୍ନାଇରେ ହେବ ଏହି ମିନି ନିଲାମ । 

Last Updated : Feb 18, 2021, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.