ETV Bharat / sports

ଆଇପିଏଲ 2020: ୟୁଏଇରେ ଆୟୋଜନ ସମ୍ଭାବନା, ଜୁଲାଇ 17ରେ ଚୂଡାନ୍ତ ନିଷ୍ପତ୍ତି

author img

By

Published : Jul 16, 2020, 1:53 PM IST

ଆଇପିଏଲ 2020 ଆୟୋଜନ ନେଇ ଜୁଲାଇ 17ରେ ଭାରତୀୟ ସର୍ବୋଚ୍ଚ କ୍ରିକେଟ ପରିଚାଳନା ବୋର୍ଡ, ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

IPL 2020 to be Played in the UAE, final decision on july 17
ୟୁଏଇରେ ଆଇପିଏଲ 2020 ସମ୍ଭାବନା, ଜୁଲାଇ 17ରେ ଚୁଡାନ୍ତ ନିଷ୍ପତି

ହାଇଦ୍ରାବାଦ: ସମଗ୍ର ବିଶ୍ବର କ୍ରିକେଟ ଫ୍ୟାନ୍ସ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣର ଅପେକ୍ଷାରେ ରହିଛନ୍ତି । ଆଇପିଏଲ 2020 ଆୟୋଜନ ନେଇ ଜୁଲାଇ 17ରେ ଭାରତୀୟ ସର୍ବୋଚ୍ଚ କ୍ରିକେଟ ପରିଚାଳନା ବୋର୍ଡ ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

କୋରୋନା ସଂକ୍ରମଣର ସ୍ଥିତିକୁ ଦେଖିଲେ ଏହି ମେଗା ଇଭେଣ୍ଟ ଭାରତରେ ଆୟୋଜନ କରାଯିବା ଅସମ୍ଭବ ପ୍ରତୀତ ହେଉଛି । ଫଳରେ ଚଳିତ ବର୍ଷ ଆଇପିଏଲ ଆୟୋଜକ ରେସ୍ ରେ ଆଗରେ ଥିବା ୟୁଏଇକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି ।

ୟୁଏଇରେ ଆଇପିଏଲ ଆୟୋଜନ ସମ୍ଭାବନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିସିସିଆଇ ଭାରତରେ ଆଇପିଏଲ ଆୟୋଜନ ନେଇ ବିଚାର କରୁଥିଲା । ମାତ୍ର ମୁମ୍ବାଇ ଓ ପୁନେରେ ସ୍ଥିତି ସାଂଘାତିକ ଯୋଗୁଁ ଏହା ଅସମ୍ଭବ ଅନୁଭବ ହେଉଥିବା ବିସିସିଆଇ ସୁତ୍ରରୁ ଜଣାପଡିଛି ।

ଏହି ପରିସ୍ଥିତିରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଖେଳାଯିବା ସମ୍ଭାବନା ସର୍ବାଧିକ ରହିଛି । ତେବେ ଜୁଲାଇ 17ରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ । ମାତ୍ର ଟି-20 ବିଶ୍ବକପ 2020 ବାତିଲ ପରେ ହିଁ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହେବ ।

ପୂର୍ବରୁ ବିନା ଆଇପିଏଲରେ ଗୋଟିଏ ବର୍ଷ ଶେଷ ଦେଖିବାକୁ ଚାହାନ୍ତି ନାହିଁ କହି, ଆୟୋଜନ ନେଇ ସଙ୍କେତ ଦେଇଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଥିଲେ, "ମାତ୍ର 30ରୁ 40 ଦିନର ସମୟ ଆବଶ୍ୟକ, ପ୍ରାଥମିକତା ଦୃଷ୍ଟିରୁ ଭାରତରେ ଆୟୋଜନ ଲକ୍ଷ୍ୟ ରହିଛି । ତେବେ ଏହା କେବେ କେଉଁଠାରେ, ସ୍ପଷ୍ଟ ହୋଇନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.