ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ 2020ରେ ଶନିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା ।
-
Positive V1BE haii🙌🏻 #RRvSRH #IPL pic.twitter.com/cESEC0hLBn
— Riyan Parag (@ParagRiyan) October 11, 2020 " class="align-text-top noRightClick twitterSection" data="
">Positive V1BE haii🙌🏻 #RRvSRH #IPL pic.twitter.com/cESEC0hLBn
— Riyan Parag (@ParagRiyan) October 11, 2020Positive V1BE haii🙌🏻 #RRvSRH #IPL pic.twitter.com/cESEC0hLBn
— Riyan Parag (@ParagRiyan) October 11, 2020
ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ 5 ୱିକେଟରେ ବିଜୟୀ ହୋଇଥିଲା । 159 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ରାଜସ୍ଥାନ, ମ୍ୟାଚର 12 ଓଭର ସୁଦ୍ଧା 78 ରନର 5 ୱିକେଟ ହରାଇ ବିଜୟ ପାଇଁ ସଂଘର୍ଷ କରୁଥିଲା । ପରେ ରିଆନ ପରାଗ ଓ ରାହୁଲ ତେୱାତିଆ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ । ଉଭୟ ଖେଳାଳିଙ୍କ ସାମ୍ନାରେ 48 ବଲରୁ 81 ରନ ସଂଗ୍ରହ କରିବାର ଚ୍ୟାଲେଞ୍ଜ ରହିଥିଲା ।
-
#RR reloaded with Rahul & Riyan
— IndianPremierLeague (@IPL) October 12, 2020 " class="align-text-top noRightClick twitterSection" data="
Riyan Parag teaching Tewatia the Bihu dance is just one part of this chat. Watch the full interview as the duo decode their match-winning partnership against #SRH.
📹📹https://t.co/bmZm7Nuewj #Dream11IPL pic.twitter.com/5YpzQ6IfsU
">#RR reloaded with Rahul & Riyan
— IndianPremierLeague (@IPL) October 12, 2020
Riyan Parag teaching Tewatia the Bihu dance is just one part of this chat. Watch the full interview as the duo decode their match-winning partnership against #SRH.
📹📹https://t.co/bmZm7Nuewj #Dream11IPL pic.twitter.com/5YpzQ6IfsU#RR reloaded with Rahul & Riyan
— IndianPremierLeague (@IPL) October 12, 2020
Riyan Parag teaching Tewatia the Bihu dance is just one part of this chat. Watch the full interview as the duo decode their match-winning partnership against #SRH.
📹📹https://t.co/bmZm7Nuewj #Dream11IPL pic.twitter.com/5YpzQ6IfsU
ଶେଷ ଦୁଇ ବଲରୁ ରାଜସ୍ଥାନକୁ ବିଜୟ ପାଇଁ ଦୁଇ ରନର ବିଜୟ ଆବଶ୍ୟକ ରହିଥିଲା । ଖଲିଲ ଅହମ୍ମଦଙ୍କୁ ଛକା ମାରି ପରାଗ ରାଜସ୍ଥାନକୁ ଜିତାଇଥିଲେ । ଏହାପରେ ସେ ବିହୁ ଡାନ୍ସ କରି ଖୁସି ମନାଇଥିଲେ । ଆସାମ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ରିଆନ ପରାଗଙ୍କ ବିହୁ ଡାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟ ସେୟାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ