ETV Bharat / sports

ଆଇପିଏଲ 2020: ପଞ୍ଜାବ ବିପକ୍ଷରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ

author img

By

Published : Sep 27, 2020, 7:22 PM IST

ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି କରିଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କିଙ୍ଗ୍ସ ଇଲେଭେନ ପଞ୍ଜାବ ।

IPL 2020: Rajastan royals won the toss decided to bowl first
ଆଇପିଏଲ 2020: ପଞ୍ଜାବ ବିପକ୍ଷରେ ପ୍ରଥମେ ବୋଲି କରିବ ରାଜସ୍ଥାନ

ଶାରଜାହ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ରବିବାର ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର 9ମ ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ହେବା କଡା ମୁକାବିଲା । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି କରିଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କିଙ୍ଗ୍ସ ଇଲେଭେନ ପଞ୍ଜାବ ।

ଉଭୟ ଟିମ ଖେଳିଥିବା ପୂର୍ବ ମ୍ୟାଚରେ ବିଜୟୀ ହୋଇଥିଲେ । ରାଜସ୍ଥାନ ଟିମ ସିଏସକେକୁ ହରାଇଥିବାବେଳେ ଆରସିବିକୁ ମାତ ଦେଇଥିଲା ପଞ୍ଜାବ । ଫଳରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଉଭୟ ଦଳ ।

ଆଇପିଏଲ 2020: ପଞ୍ଜାବ ବିପକ୍ଷରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ
ଆଇପିଏଲ 2020: ପଞ୍ଜାବ ବିପକ୍ଷରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ

ରାଜସ୍ଥାନ ରୟାଲ୍ସ ଚୂଡାନ୍ତ ଏକାଦଶ : ରବିନ୍ ଉଥାପ୍ପା, ସଞ୍ଜୁ ସାମସନ୍ (ୱିକେଟ ରକ୍ଷକ), ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ରିୟାନ ପରାଗ, ଶ୍ରେୟାସ ଗୋପାଳ, ଟମ କରନ, ରାହୁଲ ତେୱାଟିଆ, ଜୋଫ୍ରା ଆର୍ଚର, ଜୟଦେବ ଉନାଦକାଟ, ଜୟଦେବ ଉନତକତ ଅଙ୍କିତ ରାଜପୁତ।

କିଙ୍ଗ୍ସ ଏକାଦଶ ପଞ୍ଜାବ ଚୂଡାନ୍ତ ଏକାଦଶ : ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କରୁନ ନାୟାର, ନିକୋଲାସ ପୁରନ, ଗ୍ଲେନ ମ୍ୟାକ୍ସୱେଲ, ସରଫରାଜ ଖାନ, ଜେମ୍ସ ନିଶାମ, ମହମ୍ମଦ ଶାମି, ମୁରୁଗାନ ଅଶ୍ବିନୀ, ଶେଲଡନ କଟ୍ରେଲ, ରବି ବିଷ୍ଣୋଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.