ETV Bharat / sports

ଆଇପିଏଲ୍ 2020: ପରପଲ ଓ ଅରେଞ୍ଜ କ୍ୟାପ ତାଲିକା

author img

By

Published : Oct 7, 2020, 9:42 PM IST

ଅରେଞ୍ଜ କ୍ୟାପ କିଙ୍ଗସ୍ ଏକାଦଶର କ୍ୟାପଟେନ ଲୋକେଶ ରାହୁଲଙ୍କ ନାମରେ ରହିଛି । ଯେତେବେଳେ ପରପଲ କ୍ୟାପ୍ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡାଙ୍କ ପାଖରେ ରହିଛି ।

ଆଇପିଏଲ୍ 2020: ପରପଲ ଓ ଅରେଞ୍ଜ କ୍ୟାପ ତାଲିକା
ଆଇପିଏଲ୍ 2020: ପରପଲ ଓ ଅରେଞ୍ଜ କ୍ୟାପ ତାଲିକା

ହାଇଦ୍ରାବାଦ: ମଙ୍ଗଳବାର ଦିନ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ପରପଲ କ୍ୟାପ୍‌ର ଶୀର୍ଷ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅରେଞ୍ଜ କ୍ୟାପ କିଙ୍ଗସ୍ ଏକାଦଶର କ୍ୟାପଟେନ ଲୋକେଶ ରାହୁଲଙ୍କ ନାମରେ ରହିଛି । ଯେତେବେଳେ ପରପଲ କ୍ୟାପ୍ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡାଙ୍କ ପାଖରେ ରହିଛି ।

ୟୁଏଇରେ ଖେଳାଯାଉଥିବା ଆଇପିଏଲର 13 ତମ ସିଜନରେ ଏପର୍ଯ୍ୟନ୍ତ ମୋଟ 20ଟି ମ୍ୟାଚ୍ ଖେଳାଯାଇଛି । ଚଳିତ ଋତୁରେ କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିପାଇଁ ତାଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଛି । ରାହୁଲ 141.78 ଷ୍ଟ୍ରାଇକ୍ ହାରରେ 5 ଟି ମ୍ୟାଚରେ 302 ରନ୍ ସଂଗ୍ରହ କରିଛନ୍ତି ।

ଏହି ତାଲିକାରେ ଦ୍ୱିତୀୟରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ଅଛନ୍ତି । ଯିଏ 3 ଅର୍ଦ୍ଧଶତକ ସହାୟତାରେ 282 ରନ୍ ସ୍କୋର କରିଛନ୍ତି । ତୃତୀୟ ନମ୍ବରରେ ମୟଙ୍କ ଅଗ୍ରୱାଲ, ଯାହା ନାମରେ 272 ରନ୍ ରହିଛି ।

ପରପଲ କ୍ୟାପ୍ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବାଡାଙ୍କ ହାତରେ ଅଛି । 7.50 ଇକୋନୋମି ରେଟ ସହିତ 5ଟି ମ୍ୟାଚରେ ରବାଡା ମୋଟ 12 ୱିକେଟ୍ ନେଇଛନ୍ତି । ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଜସପ୍ରୀତ ବୁମରା 11 ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ମୁମ୍ବାଇର ଟ୍ରେଣ୍ଟ ବୋଲ୍ଟ 10 ୱିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି ।

ମ୍ୟାଚର ଫଳାଫଳକୁ ଆଧାର କରି ଟେବୁଲରେ ଉପସ୍ଥିତ ଦଳର କ୍ରମ

  • ପ୍ରଥମ ସ୍ଥାନ - ମୁମ୍ବାଇ ଇଣ୍ଡିଆନ୍ସ
  • ଦ୍ୱିତୀୟ ସ୍ଥାନ - ଦିଲ୍ଲୀ କ୍ୟାପିଟାଲ୍ସ
  • ତୃତୀୟ ସ୍ଥାନ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
  • ଚତୁର୍ଥ ସ୍ଥାନ - କୋଲକାତା ନାଇଟ୍ ରାଇଡର୍ସ
  • ପଞ୍ଚମ ସ୍ଥାନ - ଚେନ୍ନାଇ ସୁପର କିଙ୍ଗ୍ସ
  • ଷଷ୍ଠ ସ୍ଥାନ - ସନରାଇଜର୍ସ ହାଇଦ୍ରାବାଦ
  • ସପ୍ତମ ସ୍ଥାନ - ରାଜସ୍ଥାନ ରୟାଲ୍ସ
  • ଅଷ୍ଟମ ସ୍ଥାନ - କିଙ୍ଗସ ଏକାଦଶ ପଞ୍ଜାବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.