ETV Bharat / sports

ଆଇପିଏଲ ଇତିହାସରେ ପାଟ କମିନ୍ସ ହେଲେ ମହଙ୍ଗା ବିଦେଶୀ କ୍ରିକେଟର

ପଛରେ ପଡିଲେ ଇଂଲଣ୍ଡର ବେନ ଷ୍ଟୋକ୍ସ । ଆଇପିଏଲ ନିଲାମ ଇତିହାସରେ ପାଟ କମିନ୍ସ 15.50 କୋଟିରେ ନିଲାମ ହୋଇ ମହଙ୍ଗା ବିଦେଶୀ କ୍ରିକେଟର ହେବାର ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 19, 2019, 5:41 PM IST

Pat Cummins most expensive
Pat Cummins most expensive

କୋଲକାତା: ଅଷ୍ଟ୍ରେଲିଆ ପେସ ବୋଲର ପାଟ କମିନ୍ସଙ୍କ ରେକର୍ଡ । ଆଇପିଏଲ ଇତିହାସରେ ସର୍ବାଧିକ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି କମିନ୍ସ । ରେକର୍ଡ 15.5 କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କମିନ୍ସଙ୍କୁ ଦଳରେ ସାମିଲ କରିଛି । 2017 ଆଇପିଏଲ ନିଲାମରେ 14.5 କୋଟି ଟଙ୍କାରେ ନିଲାମ ହୋଇ ମହଙ୍ଗା ବିଦେଶୀ ଖେଳାଳି ଥିଲେ ବେନ ଷ୍ଟୋକ୍ସ ।

ପାଟ କମିନ୍ସ ହେଲେ ମହଙ୍ଗା ବିଦେଶୀ କ୍ରିକେଟର

ତେବେ କମିନ୍ସଙ୍କ ବେସ ପ୍ରାଇସ ଥିଲା 2 କୋଟି । ତେବେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କମିନ୍ସଙ୍କୁ ନେଇ କଡା ଟକ୍କର ହୋଇଥିଲା । ଏହାପରେ ପ୍ରାୟ ସମସ୍ତ ଫ୍ରାଞ୍ଚାଇଚ କମିନ୍ସଙ୍କୁ ଦଳରେ ସାମିଲ ପାଇଁ ଚେଷ୍ଟା କରିଥିଲା । ମାତ୍ର ଶେଷରେ କୋଲକାତା ନାଇଟ ରାଇଡର୍ସ ବାଜି ମାରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.