ETV Bharat / sports

ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଲେ ସୁରେଶ ରାଇନା - bad news for csk fans

ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ୟୁଏଇରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଏସକେ ଟ୍ବିଟ କରି ଦେଲା ସୂଚନା ।

ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଲେ ସୁରେଶ ରାଇନା

author img

By

Published : Aug 29, 2020, 12:24 PM IST

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସଙ୍କୁ ଆଉ ଏକ ଝଟକା । ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ୟୁଏଇରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଇଓ କେ ଏସ ବିଶ୍ବନାଥନଙ୍କ ତରଫରୁ ସିଏସକେ ନିଜର ଟ୍ବିଟର ପେଜରେ ପୋଷ୍ଟ କରି ଏହାର ସୂଚନା ଦେଇଛି ।

ଟ୍ବିଟରେ ଉଲ୍ଲେଖ ରହିଛି ଯେ, ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଆଇପିଏଲର 13ତମ ସଂସ୍କରଣରେ ଉପସ୍ଥିତ ରହିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରର ସହ ରହିଛି ।

  • Suresh Raina has returned to India for personal reasons and will be unavailable for the remainder of the IPL season. Chennai Super Kings offers complete support to Suresh and his family during this time.

    KS Viswanathan
    CEO

    — Chennai Super Kings (@ChennaiIPL) August 29, 2020 " class="align-text-top noRightClick twitterSection" data=" ">

ଶୁକ୍ରବାରର ଏକ ରିପୋର୍ଟ ଅନୁଯାୟୀ, 12ଜଣ ସିଏସକେ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫ ରହିଥିବା ସୂଚନା ମିଳିଛି ।

ଏହି 2ଟି ଖବର ପରେ ଚେନ୍ନାଇ ଫ୍ୟାନ୍ସଙ୍କୁ ଡବଲ ଝଟକା ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.