ETV Bharat / sports

ଆଇପିଏଲ 2020: 8 ମାସ ପରେ ପୁଣିଥରେ ଗ୍ଲୋଭସ୍‌ ପିନ୍ଧିଲେ ଧୋନି

ଧୋନି ଗତ ଜୁଲାଇ 2019 ପରେ କ୍ରିକେଟ ପଡିଆକୁ ଓହ୍ଲାଇବେ । ଆଇସିସି ଦିନିକିଆ ବିଶ୍ବକପ-2019 ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଥିଲା ଧୋନିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ । ଏହା ପରେ ସେ ଟିମ ଇଣ୍ଡିଆ ସହ କୌଣସି ବି ମ୍ୟାଚ ଖେଳି ନଥିଲେ ।

author img

By

Published : Mar 8, 2020, 11:52 AM IST

ipl-2020-csk-sipper-dhoni-dons-wicketkeepers-gloves-once-again
ଆଇପିଏଲ 2020: 8 ମାସ ପରେ ପୁଣିଥରେ ଗ୍ଲୋଭସ୍‌ ପିନ୍ଧିଲେ ଧୋନି

ଚେନ୍ନାଇ: ଆସନ୍ତା 29ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 2020 ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜିନ୍ ଆରମ୍ଭ କରିବ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଏହା ପୂର୍ବରୁ ସ୍ଥାନୀୟ ଚେପକ୍‌ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଆରମ୍ଭ କରିଛି ଦଳ । ତେବେ ଧୋନି ବ୍ୟାଟରେ କମାଲ ଦେଖାଇଲା ପରେ ଏବେ କିପିଂ ଗ୍ଲୋଭସ ହାତରେ ପିନ୍ଧିଛନ୍ତି ।

ଉଲ୍ଲେଖଯୋଗ୍ୟ, ଧୋନି ଗତ ଜୁଲାଇ 2019 ପରେ କ୍ରିକେଟ ପଡିଆକୁ ଓହ୍ଲାଇବେ । ଆଇସିସି ଦିନିକିଆ ବିଶ୍ବକପ-2019 ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଥିଲା ଧୋନିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ । ଏହା ପରେ ସେ ଟିମ ଇଣ୍ଡିଆ ସହ କୌଣସି ବି ମ୍ୟାଚ ଖେଳି ନଥିଲେ ।

ତେବେ ଶନିବାର ସିଏସକେର ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଗ୍ଲୋଭସ୍ ପିନ୍ଧି ପଡିଆରେ କିପିଂର ଅଭ୍ୟାସ କରିଥିଲେ । ଯାହାର ଏକ ଫଟୋ ସିଏସକେର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ କରାଯାଇଛି । ତିନିଥର ଆଇପିଏଲ୍ ଚମ୍ପିଆନ୍ ସିଏସକେ କ୍ୟାପ୍ସନରେ ଲେଖିଛି, ‘‘ମୁଁ ବରଫ ଆଖି ଦେଖୁଛି । ’’

  • BALL 1⃣ - SIX
    BALL 2⃣ - SIX
    BALL 3⃣ - SIX
    BALL 4⃣ - SIX
    BALL 5⃣ - SIX

    ஐந்து பந்துகளில் ஐந்து சிக்ஸர்களை பறக்கவிட்ட தல தோனி!

    முழு காணொளி காணுங்கள் 📹👇

    #⃣ "The Super Kings Show"
    ⏲️ 6 PM
    📺 ஸ்டார் ஸ்போர்ட்ஸ் 1 தமிழ்
    📅 மார்ச் 8
    ➡️ @ChennaiIPL pic.twitter.com/rIcyoGBfhE

    — Star Sports Tamil (@StarSportsTamil) March 6, 2020 " class="align-text-top noRightClick twitterSection" data=" ">

ତେବେ ଭାରତୀୟ ଦଳରେ ତାଙ୍କ ଅନୁପସ୍ଥିତିରେ ଋଷବ ପନ୍ତ ଏବଂ କେଏଲ୍ ରାହୁଲ ୱିକେଟ୍ କିପିଂ ଭୂମିକା ଗ୍ରହଣ କରିଛନ୍ତି । ଚଳିତ ବର୍ଷର ଆଇପିଏଲରେ ତାଙ୍କର ପ୍ରଦର୍ଶନ ଆଗାମୀ ଟି -20 ବିଶ୍ୱକପ ପାଇଁ ସେ ଭାରତୀୟ ଦଳରେ ମନୋନୀତ ହେବ କି ନାହିଁ ତାହା ସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.