ଦୁବାଇ: ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା, ଶନିବାର 100 ଆଇପିଏଲ ୱିକେଟ ହାସଲକାରୀ, ଷଷ୍ଠ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ସନ୍ଦୀପ । ଦୁଇଟି ୱିକେଟ ହାସଲ ସହ ମୋଟ 101 ଆଇପିଏଲ ୱିକେଟ ନିଜ ନାମରେ କରିଛନ୍ତି ।
ସାମଗ୍ରିକ ଭାବରେ 27 ବର୍ଷୀୟ ସନ୍ଦୀପ, ଦ୍ବାଦଶ ଭାରତୀୟ ବୋଲର ଭାବେ 100 ୱିକେଟ ହାସଲ କରିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି, ଭେଟେରାନ ଲେଗ ସ୍ପିନର ଅମିତ ମିଶ୍ର । ତେବେ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମରୁ ବାଦ ପଡିଛନ୍ତି ମିଶ୍ର ।
-
💯
— SunRisers Hyderabad (@SunRisers) October 24, 2020 " class="align-text-top noRightClick twitterSection" data="
A kiss to the heavens 🧡#KXIPvSRH #OrangeArmy #KeepRising @sandeep25a pic.twitter.com/fPpHPHHYr9
">💯
— SunRisers Hyderabad (@SunRisers) October 24, 2020
A kiss to the heavens 🧡#KXIPvSRH #OrangeArmy #KeepRising @sandeep25a pic.twitter.com/fPpHPHHYr9💯
— SunRisers Hyderabad (@SunRisers) October 24, 2020
A kiss to the heavens 🧡#KXIPvSRH #OrangeArmy #KeepRising @sandeep25a pic.twitter.com/fPpHPHHYr9
ଏଥିସହିତ ଆଇପିଏଲ ଇତିହାସରେ 160 ୱିକେଟ ସହ ଅମିତ ମିଶ୍ର, ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ଲସିଥ ମାଲିଙ୍ଗା 170 ୱିକେଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
-
💯 Century for @sandeep25a 👏👏#KXIPvSRH #OrangeArmy #KeepRising pic.twitter.com/CIJAmCj1ag
— SunRisers Hyderabad (@SunRisers) October 24, 2020 " class="align-text-top noRightClick twitterSection" data="
">💯 Century for @sandeep25a 👏👏#KXIPvSRH #OrangeArmy #KeepRising pic.twitter.com/CIJAmCj1ag
— SunRisers Hyderabad (@SunRisers) October 24, 2020💯 Century for @sandeep25a 👏👏#KXIPvSRH #OrangeArmy #KeepRising pic.twitter.com/CIJAmCj1ag
— SunRisers Hyderabad (@SunRisers) October 24, 2020
ଭୁବନେଶ୍ବର କୁମାର 236 ଓ ଉମେଶ ଯାଦବ 119 ୱିକେଟ ସହ ତାଲିକାରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ