ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିଲେ ସ୍ମୃତି ମାନ୍ଧାନା - ବାଦ ପଡିଲେ ସ୍ମୃତି ମାନ୍ଧାନା

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଲେ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଓପନର ସ୍ମୃତି ମାନ୍ଧାନା ।

ସ୍ମୃତି ମାନ୍ଧାନା
author img

By

Published : Oct 8, 2019, 8:48 PM IST

ଭଦୋଦରା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଲେ ସ୍ମୃତି ମାନ୍ଧାନା । ଆହତ କାରଣରୁ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଓପନର ସ୍ମୃତି ବାଦ ପଡିଛନ୍ତି । 3 ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଖେଳିବେନି ସ୍ମୃତି ମନ୍ଧାନା । ତାଙ୍କ ସ୍ଥାନରେ ପୂଜା ବସ୍ତ୍ରକରଙ୍କୁ ଦଳରେ ସାମିଲ କରାଯାଇଛି ।

Smriti Mandhana
ସ୍ମୃତି ମାନ୍ଧାନା

23 ବର୍ଷିୟ ସ୍ମୃତି ମନ୍ଧାନା ଆଇସିସି ଦିନିକିଆ ମାନ୍ୟତାର ନଂ1 ଖେଳାଳି ଅଛନ୍ତି । ନେଟରେ ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ପରେ ସ୍ମୃତିଙ୍କର ଏମଆରଆଇ କରାଯାଇଛି । ମାତ୍ର ଜାତୀୟ କ୍ରିକେଟ ଏକାଡେମୀ ଫିଜିଓଙ୍କ ଚିକିତ୍ସା ପରେ ସ୍ମୃତିଙ୍କ ଦଳକୁ ଫେରିବେ କହିଛନ୍ତି ମୁଖ୍ୟ କୋଚଙ୍କ ଡବ୍ଲୁଭି ରମନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.