ETV Bharat / sports

ଅଙ୍ଗୁଳି ଅସ୍ତ୍ରୋପଚାର କଲେ ରିଦ୍ଧିମାନ ଶାହ - wriddhiman saha latest news

ଭାରତର ଓ୍ବିକେଟ କିପର ରିଦ୍ଧିମାନ ଶାହାଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି । ଦିବା-ରାତ୍ର ଟେଷ୍ଟ ମ୍ୟାଚରେ ସେ ଆହତ ହୋଇଥିଲେ ।

Wriddhiman Saha
Wriddhiman Saha
author img

By

Published : Nov 28, 2019, 8:59 AM IST

ମୁମ୍ବାଇ: ଭାରତୀୟ କ୍ରିକେଟର ରିଦ୍ଧିମାନ ଶାହାଙ୍କ ଡାହାଣ ହାତ ଅଙ୍ଗୁଳିରେ ଅସ୍ତ୍ରୋପଚାର ହୋଇଛି । ଭାରତ-ବାଂଲାଦେଶ ମଧ୍ୟରେ ହୋଇଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚରେ ସେ ଆହତ ହୋଇଥିଲେ । ତେବେ ଏହାର ସୂଚନା ବିସିସିଆଇ ପକ୍ଷରୁ ଦିଆଯାଇଛି ।

ବିସିସିଆଇ କହିଛି ଯେ, ମେଡିକାଲ ଦଳ ଶାହାଙ୍କ ଆହତ ସମସ୍ୟା ସମ୍ପର୍କରେ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତେବେ ସେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହାଙ୍କ ଅସ୍ତ୍ରୋପଚାର କରାଯାଇଛି ।

ସୂଚନାମୁତାବକ, ଆଗକୁ ଭାରତ ନ୍ୟୁଜଲାଣ୍ଡ ଗସ୍ତରେ ଯିବ । ତେବେ ସେହି ସମୟ ମଧ୍ୟରେ ଶାହା ଫିଟ ହୋଇଯିବା ସମ୍ଭାବନା ରହିଥିବା ଟିମ୍‌ ମ୍ୟାନେଜମେଣ୍ଟ କହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.