ETV Bharat / sports

ଭାରତୀୟ ଅଲମ୍ପିକ ଆଥଲେଟଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା - Indian Olympic contingent news

ଭାରତୀୟ ଅଲମ୍ପିକ ଆଥଲେଟଙ୍କୁ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

President Ram Nath Kovind
ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
author img

By

Published : Jan 26, 2020, 12:56 PM IST

ନୂଆଦିଲ୍ଲୀ: ଦେଶ ପାଳୁଛି 71ତମ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ରାଜଧାନୀ ଦିଲ୍ଲୀ ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

President Ram Nath Kovind
ଅଲମ୍ପିକ୍ସରେ ଭାରତ

ବର୍ଷ 2020 ଅଲମ୍ପିକ୍ସର ବର୍ଷ ହୋଇଥିବାରୁ ଭାରତୀୟ ଆଥଲେଟଙ୍କ ସହ କୋଟି କୋଟି ଭାରତୀୟଙ୍କ ଶୁଭକାମନା ରହିଛି । ଜୁଲାଇରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିସହିତ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରୁଥିବା ଖେଳାଳିଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।

ପୂର୍ବରୁ ଭାରତ 15ଟି ଅଲମ୍ପିକ୍ସ କୋଟା ହାସଲ କରିପାରିନାହିଁ । 2016 ରିଓ ଅଲମ୍ପିକ୍ସରେ ସର୍ବାଧିକ 12ଟି କୋଟା ହାସଲ କରିଥିଲା। 2020 ଟୋକିଓ ଅଲମ୍ପିକ୍ସ 24 ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ 9 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବର୍ଷ 1920 ଠାରୁ କ୍ରମାଗତ ଅଲମ୍ପିକ୍ସର ସମସ୍ତ ସଂସ୍କରଣରେ ଅଂଶଗ୍ରହଣ କରିଛି ଭାରତ । ଚଳିତ ଥର ଭାରତୀୟ ଅଲମ୍ପିକ୍ସ ଆସୋସିଏସନ(IOA) ପ୍ରାୟ 120-125 ଭାରତୀୟ ଆଥଲେଟଙ୍କୁ ଟୋକିଓ ଅଲମ୍ପିକ୍ସ ପାଇଁ ପଠାଇବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.