ETV Bharat / sports

ବିଶ୍ବକପ: ପ୍ରଥମେ ବ୍ୟାଟିଂ କରିବ ଭାରତ, ବାଦ ପଡିଲେ ଦୁଇ ଯାଦବ

ଇଂଲଣ୍ଡଠାରୁ ପରାସ୍ତ ପରେ ବିଶ୍ବକପର 40ତମ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ଭାରତୀୟ ଦଳ । ତେବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ । ଦଳରେ ଦୁଇଟି ବଡ ପରିବର୍ତ୍ତନ ହୋଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 2, 2019, 3:02 PM IST

ବାର୍ମିଂହାମ: ଇଂଲଣ୍ଡଠାରୁ ପରାସ୍ତ ପରେ ବିଶ୍ବକପର 40ତମ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ଭାରତୀୟ ଦଳ । ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ । ଦଳରେ ଦୁଇଟି ବଡ ପରିବର୍ତ୍ତନ ହୋଇଛି ।

କେଦାର ଯାଦବଙ୍କ ଖରାପ ପ୍ରଦର୍ଶନ ପାଇଁ ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଡକାଯାଇଛି । ସେହିପରି ପ୍ରଭାବୀ ପ୍ରଦର୍ଶନ କରିନଥିବା କୁଳଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ବର କୁମାରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଆଜି ମ୍ୟାଚ ବାଂଲାଦେଶ ପାଇଁ କର ବା ମର ହୋଇଥିବାରୁ ଭାରତୀୟ ଦଳର ବିପର୍ଯ୍ୟୟ ଘଟାଇବା ପାଇଁ ଉଦ୍ୟମ କରିବ ।

  • ଭାରତୀୟ ଏକାଦଶ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଋଷଭ ପନ୍ତ, ଦିନେଶ କାର୍ତ୍ତିକ୍‌, ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ସାମି ।
  • ବାଂଲାଦେଶ ଦଳ: ମଶ୍ରାଫି ମୋର୍ତ୍ତାଜା (ଅଧନାୟକ), ସାକିବ ଅଲ ହାସନ, ସୌମ୍ୟ ସରକାର, ତାମିମ୍‌ ଇକ୍‌ବାଲ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହିମ୍‌, ରୁବେଲ ହୋସେନ, ସବିର ରହମାନ, ଲିଟନ ଦାସ, ମୁସ୍ତାଫିଜୁର ରହେମାନ, ମୋସ୍ତାକେ ହୁସେନ ।

Intro:Body:

sdfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.