ETV Bharat / sports

ଭାଙ୍ଗିଲା 22 ବର୍ଷର ରେକର୍ଡ, ରୋହିତ ସର୍ବାଧିକ ରନ ହାସଲକାରୀ ଓପନର - ଭାରତୀୟ ଓପନର ରୋହିତ ଶର୍ମା

ବାରବାଟୀରେ ଶ୍ରୀଲଙ୍କା ଓପନର ସନଥ ଜୟସୁରିୟାଙ୍କ 22 ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ଏଥିସହିତ ଓପନର ଭାବେ କ୍ରିକେଟର 3ଟି ଫର୍ମାଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି ରୋହିତ। ଅଧିକ ପଢନ୍ତୁ...

India vs West Indies
ବାରବାଟୀରେ ରୋହିତ ରେକର୍ଡ
author img

By

Published : Dec 22, 2019, 7:09 PM IST

Updated : Dec 22, 2019, 7:49 PM IST

କଟକ: ବାରବାଟୀ ଦିନିକିଆରେ ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ କ୍ରିକେଟର ସମସ୍ତ ଫର୍ମାଟରେ ଓପନର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ, ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଫଳରେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟାଙ୍କ 22 ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଛି।

India vs West Indies
ରୋହିତ ଶର୍ମା

ବର୍ଷ 1997ରେ ଜୟସୁରିୟା 2387 ରନ ସହ ଓପନର ଭାବେ ସର୍ବାଧିକ ରନ ହାସଲର ରେକର୍ଡ କରିଥିଲେ। ବାରବାଟୀ ମ୍ୟାଚ ପୂର୍ବରୁ ଏହି ରେକର୍ଡ ଠାରୁ ରୋହିତ ମାତ୍ର 9 ରନ ପଛରେ ରହିଥିଲେ। ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ସିରିଜ ନିର୍ଣ୍ଣାୟକ ମ୍ୟାଚରେ 316 ରନ ପିଛା କରୁଛି ଟିମ ଇଣ୍ଡିଆ।2 ଭାରତୀୟ ଓପନର 13 ଓଭର ସୁଦ୍ଧା ଓପନିଂ ଯୋଡିରେ 82 ରନ ଯୋଡି ସାରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Dec 22, 2019, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.