ETV Bharat / sports

ଦଲାଲଙ୍କ କବଜାରେ ବାରବାଟୀ ମ୍ୟାଚ ଟିକେଟ ! - ଓସିଏର ଅନଲାଇନ ଟିକେଟ

ବାରବାଟୀରେ ଖେଳା ଯିବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଟିକେଟ କିଛି ଘରୋଇ ୱେବସାଇଟରେ ଚଢାଦରରେ ବିକ୍ରି ହେଉଥିବା ଖବର ମିଳିଛି । ଫଳରେ ଓସିଏର ଅନଲାଇନ ଟିକେଟ ବିକ୍ରି ସ୍ବଚ୍ଛ୍ୱତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ବାରବାଟୀ ମ୍ୟାଚ ଟିକେଟ
ବାରବାଟୀ ମ୍ୟାଚ ଟିକେଟ
author img

By

Published : Dec 17, 2019, 9:12 PM IST

Updated : Dec 17, 2019, 10:11 PM IST

ଭୁବନେଶ୍ବର: ଅନଲାଇନରେ ଏବେବି ମିଳୁଛି ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଟିକେଟ । ବାରବାଟୀ ଦିନିକିଆ ପାଇଁ ଓସିଏ ପକ୍ଷରୁ ଜାରି ହୋଇଥିଲା 2ଟି ୱେବସାଇଟ(www.paytm.com , www.insider.in) । ତେବେ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ଦିନରେ ୱେବସାଇଟ ଜାମ ରହିଥିଲା । ତେବେ ମାତ୍ର 1ଘଣ୍ଟା ପାଇଁ ୱେବସାଇଟ ଖୋଲିବା ପରେ ସବୁ ଟିକେଟ ଉଭାନ ହୋଇଯାଇଥିଲା ।

ବାରବାଟୀ ମ୍ୟାଚ ଟିକେଟ କଳାବଜାରି

ତେବେ ବର୍ତ୍ତମାନ ବିଭିନ୍ନ ଘରୋଇ ୱେବସାଇଟରେ ମିଳୁଛି ମ୍ୟାଚ ଟିକେଟ । olx ଭଳି ଘରୋଇ ୱେବସାଇଟରେ ଦୁଇ ଗୁଣା ଦରରେ ଟିକେଟ ବିକ୍ରି କରୁଛନ୍ତି ଦଲାଲ । ଟିକେଟର ପ୍ରକୃତ ମୂଲ୍ୟଠାରୁ ଚଢାଦରରେ ଏହି ୱେବସାଇଟରେ ଟିକେଟ ବିକ୍ରି ଦେଖିବାକୁ ମିଳିଛି । ଏହି ୱେବସାଇଟରୁ ଅନେକ ଦର୍ଶକ ଟିକେଟ କିଣୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ହକି ବିଶ୍ବକପରେ ଟିକେଟ କଳାବଜାରି କଥା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣା ପରେ ଓସିଏର ଅନଲାଇନ ଟିକେଟ ବିକ୍ରି ସ୍ବଚ୍ଛ୍ୱତାକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦଲାଲ ଙ୍କ କବଜା ରେ ବାରବାଟୀ କ୍ରିକେଟ ମ୍ୟାଚ ର ଟିକେଟ

ଆନ ଲାଇନ ରେ ଦୁଇ ଗୁଣା ଦର ରେ ବିକ୍ରି ହେଲା ବାରବାଟୀ କ୍ରିକେଟ ମ୍ୟାଚ ଟିକେଟ। ଦଲାଲ ଙ୍କ କବଜା ରେ ବାରବାଟୀ କ୍ରିକେଟ ମ୍ୟାଚ ର ଟିକେଟ ବିକ୍ରି ହେବାର ଦେଖିବା କୁ ମିଳିଛି। ପେଟିଏମ ଭଳି ସାଇଟ କୁ ଓସିଏ କିଛି ଟିଟେକ ଦେଇ ଥିଲା ତାହା ଶେଷ ହେବା ପରେ ଏବେ ଓଏଲଏକ୍ସ ଭଳି ସାଇଟ ରେ ଟିକଟ ବିକ୍ରି କରୁଛନ୍ତି ଦଲାଲ ।ପୂର୍ବ ରୁ ଓଡିଶା ହକି ୱାଡ କପ ରେ ଏଭଳି ଘଟଣା ଦେଖିବା କୁ ମିଲିଥିବା ବେଳେ ଏବେ ପୁଣି ଆଗାମୀ 22 ତାରିଖ ରେ ହେବା କୁ ଯାଉଥିବା କ୍ରିକେଟ ମ୍ୟାଚ ରେ ଏଭଳି ଦୃଶ୍ୟ ଦେଖିବା କୁ ମିଳିଛି।Body:ଦଲାଲ ଙ୍କ କବଜା ରେ ବାରବାଟୀ କ୍ରିକେଟ ମ୍ୟାଚ ର ଟିକେଟ

ଆନ ଲାଇନ ରେ ଦୁଇ ଗୁଣା ଦର ରେ ବିକ୍ରି ହେଲା ବାରବାଟୀ କ୍ରିକେଟ ମ୍ୟାଚ ଟିକେଟ। ଦଲାଲ ଙ୍କ କବଜା ରେ ବାରବାଟୀ କ୍ରିକେଟ ମ୍ୟାଚ ର ଟିକେଟ ବିକ୍ରି ହେବାର ଦେଖିବା କୁ ମିଳିଛି। ପେଟିଏମ ଭଳି ସାଇଟ କୁ ଓସିଏ କିଛି ଟିଟେକ ଦେଇ ଥିଲା ତାହା ଶେଷ ହେବା ପରେ ଏବେ ଓଏଲଏକ୍ସ ଭଳି ସାଇଟ ରେ ଟିକଟ ବିକ୍ରି କରୁଛନ୍ତି ଦଲାଲ ।ପୂର୍ବ ରୁ ଓଡିଶା ହକି ୱାଡ କପ ରେ ଏଭଳି ଘଟଣା ଦେଖିବା କୁ ମିଲିଥିବା ବେଳେ ଏବେ ପୁଣି ଆଗାମୀ 22 ତାରିଖ ରେ ହେବା କୁ ଯାଉଥିବା କ୍ରିକେଟ ମ୍ୟାଚ ରେ ଏଭଳି ଦୃଶ୍ୟ ଦେଖିବା କୁ ମିଳିଛି।Conclusion:
Last Updated : Dec 17, 2019, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.