ETV Bharat / sports

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 10, 2019, 7:50 PM IST

ଭାରତ-ୱେଷ୍ଟଇଣ୍ଡିଜ 3ୟ ବାରବାଟୀ ଦିନିକିଆ ମ୍ୟାଚ କାଉଣ୍ଟର ଟିକେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ
ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ

କଟକ: ଡିସେମ୍ବର 22ରେ ବାରବାଟୀ ଷ୍ଟାଡିୟମ କଟକରେ ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଖେଳାଯିବ । ସେଥିପାଇଁ ଅନଲାଇନ ଟିକେଟ ବିକ୍ରି ସରିଥିବା ବେଳେ ଅଫଲାଇନ ବା କାଉଣ୍ଟରରେ 19 ତାରିଖରେ ଟିକେଟ ମିଳିବ । କାଉଣ୍ଟର ଟିକେଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।

_Ind vs WI Barabati ODIs Ticket inauguration
ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଟିକେଟ ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ 12ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ପ୍ରାୟ 2 ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଅନ୍ତଜାର୍ତୀୟ କ୍ରିକେଟ ମ୍ୟାଚ ଖେଳାଯିବ । ସେଥିପାଇଁ ଓଡିଶା କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟିକେଟକୁ ନେଇ ବେଶ ଉତ୍ସାହ ଦେଖାଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାରବାଟି ରେ ହେବାକୁ ଥିବା ଭାରତ ଓ ୱେଷ୍ଟେଇଣ୍ଡିଜ ମୁକାବିଲା ପାଇଁ ଉନମୋଚିତ ହେଲା ଟିକେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିକେଟ କୁ ଆଜି ଉନମୋଚିତ କରିଛନ୍ତି ।

ତେବେ 22 ତାରିଖ ରୁ କାଉଣ୍ଟର ରେ ଟିକେଟ ଉପଲବ୍ଧ ହେବ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.