ETV Bharat / sports

ଆଜି ଭାରତ-ୱେଷ୍ଟଇଣ୍ଡିଜ 2ୟ ଦିନିକିଆ - ଦିନିକିଆ ସିରିଜର 2ୟ ମ୍ୟାଚ

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର 2ୟ ମ୍ୟାଚ ଆଜି ଖେଳାଯିବ । ଆଜିର ମ୍ୟାଚକୁ ଜିତି 1-0ରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଟିମ ରହିଛନ୍ତି । ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ସମ୍ଭବ ହୋଇ ପାରିନଥିଲା ।

ଡିଜାଇନ ଫଟୋ
author img

By

Published : Aug 11, 2019, 8:38 AM IST

ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର 2ୟ ମ୍ୟାଚ ଆଜି ଖେଳାଯିବ । 3ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ସମ୍ଭବ ହୋଇ ପାରିନଥିଲା । ତେଣୁ ଆଜିର ମ୍ୟାଚକୁ ଜିତି 1-0ରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଟିମ ରହିଛନ୍ତି । କାରଣ ଆଜିର ମ୍ୟାଚରେ ବିଜୟୀ ଟିମ ସିରିଜ ପରାଜୟ ଭୋଗିବ ନାହିଁ ।

ଭାରତ ପକ୍ଷରୁ ଶ୍ରେୟସ ଆୟର ଟି-20 ସିରିଜରେ ସୁଯୋଗ ପାଇନଥିଲେ । ପ୍ରଥମ ଦିନିକିଆରେ ଶ୍ରେୟସ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ମାତ୍ର ୱେଷ୍ଟଇଣ୍ଡିଜ ପାଳିର 13 ଓଭର ହିଁ ଖେଳ ହୋଇପାରିଥିଲା । ପରେ ଅଧିକ ବର୍ଷା ବିନା ପରିଣାମରେ ମ୍ୟାଚ ବନ୍ଦ ରଖିବାକୁ ବାଧ୍ୟ କରିଥିଲା । ତେଣୁ ଆଜିର ମ୍ୟାଚ ସଂପୂର୍ଣ୍ଣ 50 ଓଭର ଖେଳାଯିବା ନେଇ ସମସ୍ତଙ୍କ ଆଶା ରଖିଛନ୍ତି । ଧାୱନ ଦଳକୁ ଫେରିବା ପରେ ରାହୁଲ ସ୍ଥାନ 4ନଂକୁ ଆସିଛି । କେଦାର ଯାଦବ ମଧ୍ୟ ସୁଯୋଗ ଅପେକ୍ଷାରେ ରହିଛନ୍ତି । ସ୍ପିନ ବୋଲିଂରେ କୁଲଦୀପ ଓ ଜାଡେଜାଙ୍କ ଉପରେ ଭରସା କରିବ ଭାରତ । ଭୁବନେଶ୍ବରଙ୍କ ସ୍ଥାନରେ ନବଦୀପ ସାଇନି କମାଲ କରିବା ଲକ୍ଷ୍ୟରେ ଅଛନ୍ତି ।

ଇଣ୍ଡିଜ ପକ୍ଷରୁ କ୍ରିସ ଗେଲ ବିସ୍ପୋରକ ଇଂନିସ ଅପେକ୍ଷାରେ ରହିଛନ୍ତି । ଇଭିନ ଲୁଇସ, ହୋପ ଓ ହେଟମେୟରଙ୍କ ଉପରେ ବ୍ୟାଟିଂରେ ନିର୍ଭର କରିବ କାରବିୟନ ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, କେ ଏଲ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ,(ୱିକେଟ କିପର), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ନବଦୀପ ସାଇନି ।

ୱେଷ୍ଟଇଣ୍ଡିଜ ଦଳ: ଜେସନ ହୋଲ୍ଡର(କ୍ୟାପଟେନ), କ୍ରିସ ଗେଲ, ଜନ କାମ୍ପବେଲ, ଇଭିନ ଲୁଇସ, ସାଇ ହୋପ, ସିମ୍ରନ ହେଟମେୟର, ନିକୋଲାସ ପୋରନ, ରୋଷ୍ଟନ ଚେଜ, ପାବିଏଲ ଆଲେନ, କାର୍ଲସ ବ୍ରାଥୱେଟ, କିମୋ ପଲ, ସେଲଡନ କଟ୍ରେଲ, ଓସାନେ ଥୋମାସ, କିମାର ରୋଚ ।

Intro:Body:

asdfasdfasdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.