ଗୌହାଟୀ: ଆସାମ ଗୌହାଟୀ ସ୍ଥିତ ବରସାପାରା କ୍ରିକେଟ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-20 ମୁକାବିଲା । 2020 ବର୍ଷର ଏହା ପ୍ରଥମ ମ୍ୟାଚ । ତେବେ ପ୍ରଥମେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଲା ପରେ ବର୍ଷା ଆରମ୍ଭ ହୋଇଯାଇଛି ।
ଫଳରେ ମ୍ୟାଚ ଆରମ୍ଭ ହୋଇ ପାରିନାହିଁ ।
![India vs Sri Lanka](https://etvbharatimages.akamaized.net/etvbharat/prod-images/5602824_screenshot-4496.jpg)
ଭାରତ ଏକାଦଶ : ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର
ଶ୍ରୀଲଙ୍କା ଏକାଦଶ : ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାନୁସ ସନାକା, କୁସଲ ପରେରା(ୱିକେଟ କିପର), ଓସାଦା ଫର୍ଣ୍ଣାଣ୍ଡୋ,ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା